Browsing Tag

Brajrajnagar

ବ୍ରଜରାଜନଗରରେ ବିପୁଳ ବ୍ଯବଧାନରେ ବିଜେଡିର ବିଜୟ: ୬୫,୭୯୧ ଖଣ୍ଡ ଭୋଟରେ ବାଜି ମାରିଲେ ଅଳକା ମହାନ୍ତି

ଝରସୁଗୁଡ଼ା (କେନ୍ୟୁଜ୍‌): ଆସିଲା ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ। ବଡ ବ୍ଯବଧାନରେ ବାଜି ମାରିଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପିନ୍ଧିଲେ ବିଜୟୀ ମୁକୁଟ। ୬୫,୭୯୧ ଖଣ୍ଡ ଭୋଟରେ ଜିତିଲା ବିଜେଡି। ଦ୍ବିତୀୟ ସ୍ଥାନରେ କଂଗ୍ରେସ୍ ରହିଥିବାବେଳେ, ତୃତୀୟ ସ୍ଥାନରେ ରହିଛି…

ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ: ବଡ ବ୍ଯବଧାନରେ ବାଜି ମାରିଲା ବିଜେଡି

ଝରସୁଗୁଡ଼ା(କେନ୍ୟୁଜ୍‌): କିଏ ଜିତିବ ବ୍ରଜରାଜନଗର ବାଜି । ଆସିବ ରାୟ । ପ୍ରଥମେ ପୋଷ୍ଟାଲ ଗଣତି ଚାଲିଛି। ସାଢେ ଆଠରୁ ଇଭିଏମ୍‌ କାଉଣ୍ଟିଂ ଆରମ୍ଭ ହେବ। ଗଣତି ପାଇଁ ୧୪ଟି ଟେବୁଲ କରାଯାଇଛି । ୨୦ ରାଉଣ୍ଡ ଗଣତି ହେବ। ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିବେ। ଭୋଟ ଗଣତି ପାଇଁ ବ୍ୟାପକ…

ଆଜି ସରିବ ବ୍ରଜରାଜନଗର କ୍ୟାମ୍ପେନ୍‌, ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ

ବ୍ରଜରାଜନଗର(କେନ୍ୟୁଜ୍‌): ଶେଷ ପର୍ଯ୍ୟାୟରେ ବ୍ରଜରାଜନଗର ପ୍ରଚାର ଲଢ଼େଇ । ଆଜି ସରିବ କ୍ୟାମ୍ପେନ୍‌ , ସଂଧ୍ୟାରେ ଥମିବ କ୍ୟାମ୍ପେନ। ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ। ଷ୍ଟାର କ୍ୟାମ୍ପେନରଙ୍କ ସହ ବୁଲୁଛନ୍ତି ମାଳମାଳ ନେତା, ହେଭିୱେଟ । କମ୍ପୁଛି…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜିି ନାମାଙ୍କନ ଦାଖଲର ଶେଷ ଦିନ

ବ୍ରଜରାଜନଗର(କେନ୍ୟୁଜ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜିି ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ବିଜେଡିରୁ ଅଳକା ମହାନ୍ତି,ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ଦାଖଲ କରିବେ ପ୍ରାର୍ଥିପତ୍ର । ୨୦୨୪…

ବ୍ରଜରାଜନଗରରେ ବଢ଼ିଲା ରାଜନୈତିକ ଉଷ୍ମତା, ବିଧାନସଭା ଆସନର ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜନୀତି…

(କେନ୍ୟୁଜ): ବ୍ରଜରାଜନଗର ବିଧାନସଭା ଆସନର ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପୂର୍ବରୁ ରାଜନୀତି ଜୋର । ବିଜେଡି କହିଛି, ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ସେଠାକାର ସଙ୍ଗଠନ ଭଲ ରହିଛି ।…