କାରର ବ୍ରେକ୍ ଫେଲ୍ ହେଲେ କିପରି ବଞ୍ଚାଇବେ ନିଜ ଜୀବନ? ଆପଣାନ୍ତୁ ଏହି ସବୁ ଟିପ୍ସ
ହଠାତ୍ କାରର ବ୍ରେକ୍ ଫେଲ୍ ଭଳି ପରିସ୍ଥିତି ଲୋକଙ୍କ ପାଇଁ ଏକ ବଡ ସମସ୍ୟା ଆଣିଥାଏ । ଏହି ପରିସ୍ଥିତିରେ ଲୋକମାନେ ପ୍ରାଣ ହରାଇବାର ବିପଦ ମଧ୍ୟ ରହିଛି । ଯେତେବେଳେ କାରର ବ୍ରେକ୍ ଫେଲ୍ ହୁଏ, ଲୋକମାନେ ଭୟଭୀତ ହେବା ଆରମ୍ଭ କରନ୍ତି ଏବଂ ଯେକୌଣସି ଉପାୟରେ କାରରୁ ବାହାରକୁ ଯିବାକୁ ଚାହାଁନ୍ତି…