ପୂର୍ବ ଶତ୍ରୁତା ! ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ
ବ୍ରହ୍ମପୁର: ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ । ଗଞ୍ଜାମ ଖଲ୍ଲିକୋଟ ମାଟିଆସାହି ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣ । ମାଟିଆସାହି ଛକରେ ଯୁବକଙ୍କ ତଣ୍ଟି କାଟିଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର । ୩ରୁ ୪ ଜଣ କରିଥିଲେ ସଂଘବଦ୍ଧ ଆକ୍ରମଣ ।…