ବ୍ରାଜିଲରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୧ ମୃତ ଓ ୭ ଆହତ
ବ୍ରାଜିଲ : ଗତକାଲି ଦକ୍ଷିଣ ବ୍ରାଜିଲରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୭ଜଣ ଆହତ ହୋଇଛନ୍ତି । ମୃତସଂଖ୍ୟା ବଢିବାର ଅନୁମାନ କରାଯାଉଛି । ଗୋଟିଏ ଯାତ୍ରୀବାହୀ ବସ୍ ଏବଂ ଭାରୀ ଟ୍ରକ୍ ସହିତ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି…