Browsing Tag

brazil

ଆଇବ୍ରୋରେ Piercing କରେଇବା ପଡ଼ିଗଲା ଭାରୀ; ୧୫ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ୪ କାର୍ଡିଆକ ଅରେଷ୍ଟ ପରେ ମୃତ୍ୟୁ

ଏଠାରେ ବ୍ରାଜିଲରେ ଜଣେ ସ୍କୁଲ ଛାତ୍ରୀଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୧୫ ବର୍ଷୀୟା ଇଜାବେଲା ଏଡୁଆର୍ଡା ଡିସୁଜାଙ୍କୁ ଆଇବ୍ରୋରେ ପିୟର୍ସିଂ କରେବାର ଦାମ୍‌ ନିଜ ଜୀବନକୁ ମରଣ ମୁହଁରେ ଠେଲି ଭରଣା କରିବାକୁ ପଡ଼ିଛି। ପ୍ରଥମେ ଏହି ଛାତ୍ରୀଙ୍କୁ ପିୟର୍ସିଂ ଯୋଗୁ ଗମ୍ଭୀର ସଂକ୍ରମଣ…

ଗର୍ଭବତୀ ମହିଳାଙ୍କର ମିଳିଲା ମୃତଦେହ, ଗର୍ଭରୁ ଗାୟବ ଥିଲା ଗର୍ଭାଶୟ; ପେଟରେ ବି ମିଳିଲାନି ଅପରେଶନର କୌଣସି ଚିହ୍ନ

ବ୍ରାଜିଲରେ ଏକ ଅଜବ ଧରଣର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ୮ ମାସର ଜଣେ ଗର୍ଭବତୀ ମହିଳା କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। କିଛିଦିନ ପରେ ପୋଲିସକୁ ତାଙ୍କ ମୃତଦେହ ମିଳିଥିଲା, କିନ୍ତୁ ପେଟରୁ ତାଙ୍କ ଗର୍ଭାଶୟ ଗାୟବ ଥିଲା। ଏପରିକି, ପେଟରେ ଅପରେଶନର କୌଣସି ବି ଚିହ୍ନବର୍ଣ୍ଣ ନ ଥିଲା।…

ବ୍ରାଜିଲ: ଡାକ୍ତରଙ୍କୁ ଘାରିଲା ୟୁଟ୍ୟୁବ ନିଶା, କହିଲେ, ‘ଚିକିତ୍ସା ଦରକାର ତ ପ୍ରଥମେ ସବସକ୍ରାଇବ କରନ୍ତୁ ମୋ…

ବ୍ରାଜିଲର ଜଣେ ଡାକ୍ତର ଆଜିକାଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଡାକ୍ତର ଲୋକଙ୍କୁ ମାଗଣାରେ ମେଡିକାଲ ପ୍ରେସ୍କ୍ରିପସନ ଦେଇଥାନ୍ତି। କିନ୍ତୁ ତାଙ୍କର ଏକ ସର୍ତ୍ତ ଅଛି କି, ଯଦି ତାଙ୍କ ସେବା ଦରକାର, ତା'ହେଲେ ପ୍ରଥମେ ତାଙ୍କର ୟୁଟ୍ୟୁବ ଚ୍ୟାନେଲକୁ ସବସକ୍ରାଇବ କରିବାକୁ…

କରୋନା ରୋଗୀ ଅନୁଭବ କରିବେ ନାହିଁ ଏକୁଟିଆପଣ, ନର୍ସ ବାହାର କଲେ ବଢ଼ିଆ ଉପାୟ, ଦେଖନ୍ତୁ ଫଟୋ

ସାରା ବିଶ୍ୱ ଏବେ ବି କରୋନା ମହାମାରୀ ସହ ଜୁଝି ହେଉଛି। ଏହାରି ଭିତରେ ବ୍ରାଜିଲ୍‌ରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ କୋଭିଡ୍‌ ପଜିଟିଭ ଥିବା ଜଣେ ରୋଗୀ ଯେପରି କୌଣସି ବି ପରିସ୍ଥିତିରେ ଏକୁଟିଆପଣ ଅନୁଭବ ନ କରିବେ, ସେଥିପାଇଁ ଜଣେ ନର୍ସ ଏକ ବଢ଼ିଆ ଉପାୟ ବାହାର କରିଛନ୍ତି,…

ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ରୂପ, ଭୂତାଣୁର ମ୍ଯୁଟେସନ ଇଂଲଣ୍ଡ ଓ ସାଉଥ ଆଫ୍ରିକା ଷ୍ଟ୍ରେନ ଠାରୁ ଭିନ୍ନ

ଜାପାନରେ ପୁଣିଥରେ କରୋନା ଭାଇରସର ଆଇ ଏକ ନୂଆ ରୂପ (ଷ୍ଟ୍ରେନ) ସାମ୍ନାକୁ ଆସିଛି। ବ୍ରାଜିଲରୁ ଜାପାନ ପହଞ୍ଚିଥିବା ଯାତ୍ରୀଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି। ବ୍ରାଜିଲ୍ର ଆମାଜନସ୍ ପ୍ରଦେଶରୁ ଆସିଥିବା ଚାରିଜଣ ପର୍ଯ୍ୟଟକଙ୍କ ଠାରେ ନୂଆ ‘ଷ୍ଟ୍ରେନ୍’ର ଅନ୍ୟ ଏକ କରୋନାଭାଇରସ୍…

କୁମ୍ଭୀରକୁ ଶିକାର କଲା ଆନାକୋଣ୍ଡା, ଲୋକେ ଏମିତି ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ନିଶ୍ଚିତ ଦେଖିଥିବେ। କେଉଁଠି ମାଙ୍କଡ ତ ଆଉ କେଉଁଠି ବାଘ, ସାପ, ବିଲେଇ କୁକୁର ଇତ୍ୟାଦି ଜୀବଙ୍କ ଭିଡିଓ ଭାଇରଲ ହେଉଛି। କିନ୍ତୁ କେବେ କୌଣସି ଶିକାରୀ ଶିକାର ହେବାର ଦେଖିଛନ୍ତି କି ? ଏମିତି ଦୁଇ ଜୀବଙ୍କ ଭୟଙ୍କର…

ରାସ୍ତା ଝାଡ଼ୁ କରୁଥିବା ଏହି ଯୁବତୀ ରାତାରାତି ବନିଗଲେ ସୁପର ମଡେଲ୍‌!

ବ୍ରାଜିଲରେ ରହୁଥିବା ରିଟା ମାଟୋଜ୍‌ ନାମ୍ନୀ ଜଣେ ୨୫ ବର୍ଷୀୟା ଯୁବତୀ ରାସ୍ତା ସଫେଇ କାର୍ଯ୍ୟ କରନ୍ତି। କିନ୍ତୁ ଏବେ ଏବେ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ତାଙ୍କର କେତେକ ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହା ଶୁଣିବାକୁ ହୁଏତ ଆପଣଙ୍କୁ ବହୁତ ଅଜବ ଲାଗିପାରେ, କିନ୍ତୁ…

ହୁତୁହୁତୁ ହୋଇ ଜଳୁଛି ଏହି ‘ରହସ୍ୟମୟ ଜଙ୍ଗଲ’, ଦେଶର ସରକାରଙ୍କୁ ଜଙ୍ଗଲ ବଞ୍ଚାଇବାକୁ ଅପିଲ କରୁଛନ୍ତି ବିଶ୍ୱବାସୀ

ଦୁନିଆରେ ଏମିତି ଅନେକ ଜଙ୍ଗଲ ରହିଛି, ଯାହାକି ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ରହସ୍ୟମୟ ମଧ୍ୟ। ଏଭଳି ଏକ ଜଙ୍ଗଲ ରହିଛି ଦକ୍ଷିଣ ଆମେରିକାର ବ୍ରାଜିଲ ସହରରେ, ଯାହାକୁ କୁହାଯାଉଛି ଦୁନିଆର ସବୁଠାରୁ ବଡ଼ ଜଙ୍ଗଲ(ବର୍ଷା ବନ)। ତେବେ ଏହି ଜଙ୍ଗଲ ଗତ ୨ ସପ୍ତାହ ହେବ ହୁତୁହୁତୁ ହୋଇ ଜଳୁଛି। ନିଆଁ…

ଗ୍ୟାଙ୍ଗଷ୍ଟାର ନୂଆ ଫଣ୍ଡା, ଜେଲରୁ ଫେରାର ହେବା ପାଇଁ କଲା ଏମିତି କାମ

ଗ୍ୟାଙ୍ଗଷ୍ଟାରର ନୂଆ ଫଣ୍ଡା। ଜେଲରୁ ଫେରାର ହେବା ପାଇଁ ଧରିଲା ନାରୀ ବେଶ। ନିରୀକ୍ଷଣ କରି ନଦେଖିଲେ ଯେ କେହିବି ଧୋକା ଖାଇଯିବ ଏହି ଗ୍ୟାଙ୍ଗଷ୍ଟାରର ରୂପକୁ ଦେଖିଲେ। କିନ୍ତୁ ଫେରାର ହେବାରେ ସଫଳ ହେବା ପୂର୍ବରୁ ଉଦ୍ୟମକୁ ପଣ୍ଡ କଲେ ଜେଲ କର୍ମଚାରୀ। ବ୍ରଜିଲର ରିଓ ସହରରେ ଥିବା ଜେଲରେ ଘଟିଛି…

ଜେଲ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ . . ୫୭ ଜଣଙ୍କ ମୃତ୍ୟୁ

ଜେଲ ଭିତରେ ନରସଂହାର । କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ । ଆଉ ଏହି ନାରକୀୟକାଣ୍ଡରେ ଯାଇଛି ୫୭ ଜଣ କଏଦୀଙ୍କ ଜୀବନ । ଏହି ଭୟଙ୍କର ଗ୍ୟାଙ୍ଗ୍ ୱାର ହୋଇଛି ବ୍ରାଜିଲର ଜେଲରେ । ସୂଚନା ମୂତାବକ, ଜେଲର ଏକ ସେଲରେ ନିଆଁ ଲଗାଇଦେଇଥିଲେ କମାଣ୍ଡୋ କ୍ଲାସ ଏ ଗ୍ୟାଙ୍ଗର ସଦସ୍ୟ ।…

ରାସ୍ତା ପାର କରୁଥିଲା ୧୦ ଫୁଟ୍ ଲମ୍ବା ଆନାକୋଣ୍ଡା, ହେଲେ ଲୋକମାନେ କଣ କଲେ ଦେଖନ୍ତୁ ଭିଡିଓ

ବ୍ରାଜିଲର ରାଜପଥରେ ଏକ ୧୦ ଫୁଟ ଲମ୍ବା ଅଜଗର ସାପକୁ ରୋଡ ପାର କରିବା ପାଇଁ ଲୋକମାନେ ସାହାଯ୍ୟ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଳେ ଅଜଗରଟିକୁ କୌଣସି ଆଘାତ ଲାଗିବ ସେଥିପାଇଁ ସମସ୍ତେ କାରକୁ ବନ୍ଦକରି ରାସ୍ତା ଜାମ କରିଦେଇଥିଲେ । ଆଉ ସାପଟିକୁ…