Browsing Tag

brazil

ବ୍ରାଜିଲରେ ବଡ଼ ଧରଣର ଏନ୍‌କାଉଣ୍ଟର! ମଲେଣି ୧୮; ଅପରେସନରେ ସାମିଲ ଅଛନ୍ତି ୪୦୦ ପୋଲିସ

ବ୍ରାଜିଲର ରିଓ ଡି ଜନେରିଓରେ ଗୁରୁବାର ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ଏ ନେଇ ସ୍ଥାନୀୟ ପୋଲିସ କହିଛି ଯେ କିଛି ଅପରାଧୀ ଗ୍ରୁପ୍‌ଙ୍କୁ ଟାର୍ଗେଟରେ ରଖାଯାଇ ଏହି ଅପରେସନ ଆରମ୍ଭ କରାଯାଇଛି। ଖବର ମୁତାବକ, ଏହି…

ସହରରେ ଛୁରୀ ଧରି ବୁଲିଲା ମାଙ୍କଡ, ଭୟରେ ଥରହର ହେଲେ ସହରବାସୀ

‘ମାଙ୍କଡ ହାତରେ ଶାଳଗ୍ରାମ’ ଏହା ଆପଣ ଅନେକ ଥର ଶୁଣିଥିବେ। ଅର୍ଥାତ୍‌ ମୁର୍ଖ ବ୍ୟକ୍ତି ହାତରେ କୌଣସି ଶକ୍ତିଶାଳୀ ଜିନିଷ ଆସିବା ଉଚିତ ନୁହେଁ, ନଚେତ ସେ ତା’ର ଦୁରୁପଯୋଗ କରିଥାନ୍ତି। ଏହି କଥା କିଛିମାତ୍ରାରେ ସତ ହୋଇଥାଏ ବୋଲି ଏହା କୁହାଯାଇଛି। ଆଉ ଏହା ସତ୍ୟ ପ୍ରମାଣିତ ମଧ୍ୟହୋଇଛି। ଯାହା…

ବ୍ରାଜିଲରେ ବନ୍ୟା ଯୋଗୁ ଭୂସ୍ଖଳନ! ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି, ୨୪ରୁ ଅଧିକ ନିଖୋଜ

ବ୍ରାଜିଲରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି। ପ୍ରବଳ ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ବହୁ ଲୋକଙ୍କ ପ୍ରାଣହାନି ଘଟିଛି। ସରକାରୀ ତଥ୍ୟ ମୁତାବକ, ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି ଏବଂ ୨୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉତ୍ତର ବ୍ରାଜିଲର ପରନାମବୁକୋ ରାଜ୍ୟର…

ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ୍ ଫୁଟବଲ ପ୍ଲେୟାର, ଏହି ଗମ୍ଭୀର ରୋଗର ହୋଇଛନ୍ତି ଶିକାର

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତିନିଥର ଫୁଟବଲ ବିଶ୍ୱକପ ବିଜେତା ପେଲେଙ୍କୁ ସାଓପୋଲୋର ଆଲବର୍ଟ ଆଇନଷ୍ଟାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଡାକ୍ତରମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବରରେ…