Browsing Tag

Brazilian gravediggers are burying body after body

କରୋନା : ବ୍ରାଜିଲ୍‌ର ସବୁଠୁ ବଡ଼ କବରସ୍ଥାନରେ କବର ଦେବା ପାଇଁ ଜାଗା ନାହିଁ, ଋଷକୁ ପକାଇଲା ପଛରେ

ରିପୋ : କରୋନା ପାଶ୍ଚାତ ଦେଶରେ ରଚିଛ ତାଣ୍ଡବ । ବ୍ରାଜିଲ ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣରେ ଏହା ଋଷକୁ ବି ପଛରେ ପକାଇ ଦେଇଛି । ବ୍ରାଜିଲ ଏବେ ବିଶ୍ୱର ଶ୍ରେଷ୍ଠ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ପର୍ଯ୍ୟନ୍ତ ୨୧ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।…