Browsing Tag

BRC

ବିଲ୍ ପାସ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡିଲେ BRC

ଭୁବନେଶ୍ୱର (କେନ୍ୟୁଜ): ଲାଞ୍ଚ ନେଇ ଧରା ପଡିଲେ ବଲାଙ୍ଗୀରି ଦେଓଗାଁ BRC ମଧୁସୂଦନ ପଟେଲ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏସଏଚଜିର ବକେୟା ବିଲ ପାସ କରିବା ପାଇଁ ବ୍ଲକ ରିସୋର୍ସ କୋଅର୍ଡିନେଟର ମଧୁସୂଦନ ପଟେଲ ଏହି ଲାଞ୍ଚ ନେଉଥିଲେ । ତାଙ୍କଠାରୁ…