ହେୟାରରେ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରୁଥିଲେ ସାବଧାନ, ଶରୀରର ଏହି ଅଙ୍ଗଗୁଡିକରେ ହୋଇପାରେ କ୍ୟାନ୍ସର
ହେୟାର କଲର୍ କରିବା, ହେୟାର ଷ୍ଟେଟ୍ନିଗିଂ କରିବା ଏବଂ କେଶ ସଫାସୁତୁରା କରିବା ପାଇଁ, ବର୍ତ୍ତମାନ ଅଧିକାଂଶ ଝିଅ ଅନେକ ଜିନିଷଗୁଡ଼ିକୁ ନିଜ କେଶରେ ବ୍ୟବହାର କରୁଛନ୍ତି । ଏହା ନୁହେଁ ଯେ କେବଳ ଛୋଟ ଝିଅମାନେ ଏହା କରନ୍ତି, ବରଂ ଏହା ସବୁ ବୟସ୍କ ଲୋକଙ୍କ ପାଇଁ ମଧ୍ୟ ଏକ ଫ୍ୟାଶନ ଟ୍ରେଣ୍ଡର…