୨୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦୁଇ ବନ କର୍ମଚାରୀଙ୍କୁ ମାଡିବସିଲା ଭିଜିଲାନ୍ସ
ନୂଆପଡା(କେନ୍ୟୁଜ୍): ଭିଜିଲାନସ ଜାଲରେ ଦୁଇଜଣ ବନ ବିଭାଗ କର୍ମଚାରୀ। ୨୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗିରଫ ଦୁଇ ବନ କର୍ମଚାରୀ ହେଲେ ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଲିଆଡ ବିଟ୍ ହାଉସର ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ମହିଳା ଫରେଷ୍ଟ…