Browsing Tag

bribe

ମେଡିକାଲ ପାସ ପାଇଁ ଲାଞ୍ଚ ମାଗିଲେ କାକଟପୁର ସରକାରୀ ମେଡିକାଲ ଡାକ୍ତର, ଘଟଣା ସମୟର ଭିଡିଓ ଭାଇରଲ

କାକଟପୁର (କେନ୍ୟୁଜ) : କରୋନା ଭୂତାଣୁର ପ୍ରମୁଖ ଯୋଦ୍ଧା ଭାବେ ଲଢେଇ କରୁଛନ୍ତି ଡାକ୍ତର । ଭଗବାନଙ୍କ ଦିତୀୟ ସ୍ଵରୂପ ଭାବେ ଲୋକମାନଙ୍କ ହୃଦୟରେ ସ୍ତାନ ପାଇଛନ୍ତି ଏହି ଡାକ୍ତର ମାନେ । ଠିକ ଏହିସମୟରେ ପୁରୀ ଜିଲ୍ଲା କାକଟପୁର ସରକାରୀ ଡାକ୍ତରଖାନ।ରୁ ଆସିଛି ଏକ ଅଭାବନୀୟ ଚିତ୍ର । ଜଣେ…

ଭିଜିଲାନ୍ସ ଜାଲରେ ଶିକ୍ଷାଦାତ୍ରୀ, ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ…

କଟକ (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ। ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କଟକ ଜିଲ୍ଲା ତୁଳସୀପୁର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କୁ ଗିରଫ କରିଛି । ୪ ଜଣଙ୍କ ପିଲାଙ୍କ ପାଇଁ…

ଲାଞ୍ଚୁଆ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ୫ ଅଧିକାରୀଙ୍କ ପେନସନ ବନ୍ଦ ସହ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ…

କେନ୍ୟୁଜ୍(ବ୍ୟୁରୋ): ଲାଞ୍ଚୁଆ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଓଡ଼ିଶା ବ୍ରିଜ ଆଣ୍ଡ କନ୍‌ଷ୍ଟ୍ରକସନ କର୍ପୋରେସନ, ଓବିସିସିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବ୍ରଜେନ୍ଦ୍ର ନାରାୟଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। କେବଳ ଏତିକି…

ଜାତି ଗଲା, ପେଟ ପୂରିଲା ନାହିଁ ? ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଆର୍‌ଆଇ

ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ଅଧୀନସ୍ଥ ଅନନ୍ତପୁର ରାଜସ୍ୱ ଅଞ୍ଚଳର ଆର୍‌ଆଇ ରାକେଶ କୁମାର ପ୍ରଧାନ ଧରାପଡ଼ିଛନ୍ତି । ମାତ୍ର ୫୦୦ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଲିଗାଲ ହେୟାର ସାର୍ଟିଫିକେଟ୍‌ କରାଇ ଦେବା ବାବଦରେ ହେମନ୍ତ କୁମାର ପଣ୍ଡା ନାମକ ଜଣେ…

+୩ ପାସ କରିଦେବା ପାଇଁ ଲାଞ୍ଚ ନେଉଥିଲେ ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପିଅନ ଓ କିରାଣି, ଭିଡିଓ ହେଲା ଭାଇରାଲ

ପୁରୀ(କେନ୍ୟୁଜ୍):  ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ କର୍ମଚାରୀ ପାସ୍‌ କରାଇବାକୁ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ ହୋଇଛି । +୩ରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କଠାରୁ କଲେଜର ପିଅନ ଓ କିରାଣି ଲାଞ୍ଚ ନେଉଥିବାର ପ୍ରମାଣ ଭାଇରାଲ ହୋଇଥିବା ଭିଡିଓରେ ରହିଛି। ଏହାପରେ ପଦକ୍ଷେପ ସ୍ୱରୂପ…

ଲଞ୍ଚୁଆ ପୋଲିସଙ୍କୁ ନିଲମ୍ବନ କଲେ ସମ୍ବଲପୁର ଏସପି, କାଠ ଚୋରା ଚାଲାଣକାରୀଙ୍କଠାରୁ ଲାଞ୍ଚ ନେବା ଭିଡିଓ ହୋଇଥିଲା…

କେନ୍ୟୁଜ୍(ବ୍ୟୁରୋ): କାଠ ଚୋରା ଚାଲାଣକାରୀଙ୍କଠାରୁ ଲାଞ୍ଚ ନେବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଲା। ଲାଞ୍ଚକୁ ନେଇ ଭିଡ଼ିଓ ଭାଇରାଲ ପରେ ପଦାରେ ପଡିଲେ ଅଧିକାରୀ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସ୍‌ପି। ତଦନ୍ତ ପରେ ଯୁଯୁମରା ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ଜିଲ୍ଲା…

ମୋହନା: ସରକାରୀ ଡାକ୍ତରଖାନାରେ ଗର୍ଭପାତ ପାଇଁ ଲାଞ୍ଚ ନେଲେ ଡାକ୍ତର, ରୋଗୀ ଆଣିଲେ ଅଭିଯୋଗ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳାଙ୍କ ଗର୍ଭପାତ କରିବା ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି l ସୂଚନା ମୁତାବକ କନ୍ଧମାଳ ଜ଼ିଲ୍ଲା ବ୍ରହ୍ମଣୀ ଗାଁ ଥାନା ଗୋବରକୋଟି ଗ୍ରାମର ଫିଲିପ୍ସ କୁମାର ନାୟକ ନିଜ ସ୍ତ୍ରୀଙ୍କ ଗର୍ଭପାତ…

ଢ଼େଙ୍କାନାଳ: ସୁରପ୍ରତାପପୁର ଫାଣ୍ଡିର ପୂର୍ବତନ ଏଏସ୍‌ଆଇଙ୍କୁ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ୨୦୧୫ରେ…

ଢେଙ୍କାନାଳ(କେନ୍ୟୁଜ୍):   ଲାଞ୍ଚୁଆ ପୋଲିସ ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ। ଢ଼େଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ବୀରବର ଲେଙ୍କାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌। ୨୦୧୫ ମସିହା ଅକ୍ଟୋବର ମାସରେ ବୀରବର ଜବତ ଟ୍ରାକ୍ଟରକୁ ଛାଡ଼ି ଦେବାକୁ…

ଲାଞ୍ଚ ନଦେଲେ ଗଡୁନି ୧୦୮ ଆମ୍ବୁଲାନ୍ସ, ଦେଖନ୍ତୁ କିପରି ଖେଲାଖୋଲି ଲାଞ୍ଚ କାରବାର ହେଉଛି ଆମ୍ବୁଲାନ୍ସ ଭିତରେ

ବାଲେଶ୍ବର(କେନ୍ୟୁଜ୍): କେଉଁଠି ରୋଗୀକୁ ୧୦୮ ଆମ୍ବୁଲାନ୍ସ ସଠିକ ସମୟରେ ସେବା ଯୋଗାଇନପାରିବାରୁ ରୋଗୀର ମୃତ୍ୟୁ ହୋଇଯାଉଛି ତ କେଉଁଠି ୧୦୮ର ତେଲ ସରିଯିବାରୁ ଅକାଳରେ ଚାଲିଯାଉଛି ରୋଗୀର ଜୀବନ। ବାରମ୍ବାର ଏପରି ଘଟଣା ସରକାରଙ୍କର ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ଏବେ ପୁଣି ସମ୍ନାକୁ…

ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର, ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଭାଇରାଲ

ବ୍ରହ୍ମପୁର(କେନ୍ୟୁଜ୍): ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର। ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଭାଇରାଲ। ବ୍ରହ୍ମପୁରର ଏକ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଞ୍ଚ କାରବାର ନେଇ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆଶାକର୍ମୀ ଓ ଜଣେ ପୁରୁଷ ଦଲାଲଙ୍କୁ ଜଣେ…

୨୫ ହଜାର ଲାଞ୍ଚ ନେଇ ଧରାପଡିଲେ ବ୍ରହ୍ମପୁର ମହାନଗର ନିଗର କର୍ମଚାରୀ, ଫାଇଲ ପ୍ରୋସେସିଂ ପାଇଁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର(କେନ୍ୟୁଜ୍ ): ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନସ ଦ୍ୱାରା ଧରାପଡ଼ିଲେ ବ୍ରହ୍ମପୁର ମହାନଗର ନିଗମର ଅଫିସ ଆସିଷ୍ଚାଣ୍ଟ ଲକ୍ଷ୍ମୀ ପ୍ରସାଦ ରାଓ । ବ୍ରହ୍ମପୁର ମହାନଗର ନିଗମର ସିଟି ହାଇସ୍କୁଲ ନିକଟରେ ଥିବା ଦୋକାନ ନଂ ୧୩ର ଘର ମାଲିକାନା ବଦଳାଇବା ନିମନ୍ତେ ଫାଇଲ…

ବାଣପୁର: ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ,  ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍

ବାଲୁଗାଁ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ।ସଲପେଡି ଗ୍ରାମରେ ମସଜିଦ୍ ନିର୍ମାଣର ବିଲ ପାସ କରାଇଦେବାକୁ କହି ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପଡିଲେ ଭିଜିଲାନ୍ସ ଜାଲରେ । ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଲାଇ ମଗବୁଲ କଳାପାହାଡ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା…