Browsing Tag

BRICS Summit

ବ୍ରିକ୍ସ ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, “ବିପର୍ଯ୍ୟୟ ହ୍ରାସ ଦିଗରେ ପରସ୍ପରକୁ ସହଯୋଗ …

ପୁରୀ : ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଓ ଅଭିଜ୍ଞତା ରହିଛି । ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିଛି ଓଡ଼ିଶା । ବ୍ରିକ୍ସ ବୈଠକରୁ ଅନେକ ସଫଳତା ମିଳିବ ।  ବିପର୍ଯ୍ୟୟ ହ୍ରାସ ଦିଗରେ ୧୧ ଟି ଦେଶ ପରସ୍ପରକୁ ସହଯୋଗ  କରିବେ ।…

ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ, ଏକାଠି ହେବେ ୧୧ ଦେଶର ପ୍ରତିନିଧି

ପୁରୀ : ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ । ଏକାଠି ହେବେ ୧୧ ଦେଶର ପ୍ରତିନିଧି! । ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା । ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଉଦାହରଣ ସାଜିଥିବା ଓଡ଼ିଶା ପାଇଁ ଆଉ ଏକ ଗର୍ବର ବିଷୟ । ୫ ତାରିଖ ପର୍ଯ୍ୟନ୍ତ 'ବ୍ରିକ୍ସ'…

ବିଶ୍ୱ ଦରବାରରେ ଓଡ଼ିଶା ମଡେଲ୍, ଆସନ୍ତାକାଲିଠାରୁ ପୁରୀରେ ‘BRICS’ ବିପର୍ଯ୍ୟୟ ପରିଚାଳନା ବୈଠକ

ଭୁବନେଶ୍ୱର  : ବିଶ୍ୱ ଦରବାରରେ ଓଡ଼ିଶା ମଡେଲ୍ । ଆସନ୍ତାକାଲିଠାରୁ ପୁରୀରେ ବସିବ 'BRICS' ବିପର୍ଯ୍ୟୟ ପରିଚାଳନା ବୈଠକ। "ପୁରୀରେ ଏକାଠି ହେବେ ୧୧ ଦେଶର ପ୍ରତିନିଧି!। ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା। ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଉଦାହରଣ ସାଜିଥିବା…

ଜୁନ ୩ ରୁ ପୁରୀରେ ଅନୁଷ୍ଠିତ ହେବ BRICS ସମ୍ମିଳନୀ, ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି

ଭୁବନେଶ୍ୱର (କେନ୍ୟୁଜ ବ୍ୟୁରୋ ):  ପୁରୀରେ ଅନୁଷ୍ଠିତ ହେବ BRICS ସମ୍ମିଳନୀ । ଜୁନ ୩ରୁ ୫ ତାରିଖ ଯାଏ ତିନି ଦିନ ଧରି ଅନୁଷ୍ଠିତ ହେବ ସମ୍ମିଳନୀ ।  ଡିଜାଷ୍ଟର ରିସ୍କ ରିଡକ୍ସନ ୱର୍କିଂ ଗ୍ରୁପର ଦ୍ବିତୀୟ ବାର୍ଷିକ ସମ୍ମିଳନୀ ପୁରୀରେ ଅନୁଷ୍ଠିତ ହେବ । BRICS ରାଷ୍ଟ୍ର ସମୂହର ପ୍ରତିନିଧି ଓ…

ଟ୍ରମ୍ପଙ୍କ ଖୋଲା ଧମକ, ବ୍ରିକ୍ସ ସହିତ ସାମିଲ ହେଉଥିବା ଦେଶ ଉପରେ ଲାଗୁ ହେବ ୧୦% ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଶୁଳ୍କ ଲାଗୁ କରିବା ନେଇ ଖୋଲା ଧମକ ଦେଇଛନ୍ତି । ଯାହା ତାଙ୍କର ଏକ ସୋସିଆଲ ମିଡିଆ ଆକାଉଣ୍ଟ ପେଜରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ବ୍ରିକ୍ସରେ ସାମିଲ ହେଉଥିବା ଦେଶଗୁଡିକ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗୁ କରାଯିବ…

QUAD ପରେ ପହଲଗାମ ଆକ୍ରମଣକୁ ବ୍ରିକ୍ସର କଡ଼ା ନିନ୍ଦା, ଆତଙ୍କବାଦୀଙ୍କୁ ଦିଆଯିବ ନାହିଁ ପ୍ରୋତ୍ସାହନ

QUAD ପରେ ପହଲଗାମ ଆକ୍ରମଣକୁ କଡ଼ା ନିନ୍ଦା କରିଛି ବ୍ରିକ୍ସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ଦିନିଆ ଗସ୍ତ କରିଛନ୍ତି । ଏବେ ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ମୋଦି । ସେଠାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ଦୋହରାଯାଇଛି । ସୂଚନାନୁଯାୟୀ, ପହଲଗାମ…

ବ୍ରିକ୍ସ ସମ୍ମିଳନୀ : ୫ ବର୍ଷ ପରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବେ ମୋଦି, ବୈଠକ ଉପରେ ସମଗ୍ର ବିଶ୍ବର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ  ରୁଷ ଗସ୍ତରେ ରହିଛନ୍ତି । ଏହି ଅବସରରେ ଆଜି ମୋଦି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବେ । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ଆଜି ହେବ ଭେଟ୍‌ଘାଟ । ଏମାନଙ୍କ ବୈଠକ ଉପରେ ସମଗ୍ର ବିଶ୍ବର ନଜର…

ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷ ଗସ୍ତ, ଯିବା ପୂର୍ବରୁ ଦେଲେ ଏଭଳି ବାର୍ତ୍ତା

ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀରୁ ରୁଷ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଓ ଆସନ୍ତାକାଲି ରୁଷ କାଜାନ ଠାରେ ଆୟୋଜିତ ହେଉଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ରୁଷ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ…

ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦି -ଜିନପିଙ୍ଗ ସାକ୍ଷାତ, ଭାରତ-ଚୀନ ଏଲଏସି ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦି -ଜିନପିଙ୍ଗ ସାକ୍ଷାତ। ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାରତ-ଚୀନ ଏଲଏସି ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ। ଏବେ ବି ଅସମାଧିତ ରହିଥିବା ଏଲଏସିକୁ ନେଇ ଭାରତର କ୍ଷୋଭ ଜଣାଇଲେ ମୋଦି। ଦୁଇ ଦେଶ ମଧ୍ୟରେ ସୁସଂପର୍କ ପାଇଁ…

ବ୍ରିକ୍ସର କଳେବର ବଢ଼ିଲା, ସାମିଲ ହେଲେ ୬ ନୂଆ ଦେଶ; ଜାନୁୟାରୀ ୧ରୁ ଲାଗୁ ହେବ ସଦସ୍ୟତା

BRICSରେ ୬ଟି ନୂଆ ଦେଶକୁ ଏଣ୍ଟ୍ରି ମିଳିଛି। ଇରାନ, ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟ, ୟୁଏଇ ଓ ସାଉଦି ଆରବ ଏବେ ବ୍ରିକ୍ସରେ ସାମିଲ ହେବେ। ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସା ଏହା ଘୋଷଣା କରିଛନ୍ତି। ଏହି ସମୟରେ ପିଏମ୍‌…

ଜୋହନ୍ସବର୍ଗରେ ପ୍ରଧାନମନ୍ତ୍ରୀ, ବ୍ରିକ୍ସ ବିଜନେସ୍ ମଞ୍ଚରେ କହିଲେ ଭାରତ ହେବ ବିଶ୍ବର ଗ୍ରୋଥ୍ ଇଞ୍ଜିନ

ନୂଆଦିଲ୍ଲୀ : ଭାରତ ହେବ ବିଶ୍ବର ଗ୍ରୋଥ୍ ଇଞ୍ଜିନ । ଖୁବଶୀଘ୍ର ୫ ଟ୍ରିଲିୟନର ଅର୍ଥନୀତି ହାସଲ କରିବ । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଦୁର୍ନୀତି, ଭ୍ରଷ୍ଟାଚାର ଅନେକାଂଶରେ କମିଛି । ଖୁବଶୀଘ୍ର ଭାରତ…