ବିବାହ ସମୟରେ କନ୍ୟାଙ୍କ ହୃଦଘାତ ହେବାରୁ ସାନ ଭଉଣୀଙ୍କୁ ବାହା ହେଲେ ବର
ଗୁଜୁରାଟ : ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହି କହିପାରିବେ ନାହିଁ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସେଦିନ ଦେଖିବାକୁ ମିଳିଥିଲା ଗୁଜୁରାଟର ଭାବନଗର ଅଂଚଳରେ । ଗୀତ ନାଚର ତାଳେ ତାଳେ ବିବାହ ଉତ୍ସବ ମହା ଆଡମ୍ବରରେ ଚାଲୁଥିବା ବେଳେ ମଣ୍ଡପ ଉପରେ ହଠାତ୍ କନ୍ୟା ବେହୋଷ ହୋଇ ପଡିଥିଲେ…