ଚଉଠି ରାତିରେ ପେଟ କାଟିବାରୁ ଯୁବତୀଙ୍କୁ ମେଡିକାଲ ନେଲେ ସ୍ୱାମୀ, ପରଦିନ ଜନ୍ମ ଦେଲେ ସନ୍ତାନ
ଗ୍ରେଟର ନୋଏଡା : ବେଳେ ବେଳେ ଏମିତି ଖବର ଜାଣିବାକୁ ମିଳେ, ଯାହାକୁ ଶୁଣିଲେ ପାଦ ତଳୁ ମାଟି ଖସିଯିବ । ଏମିତି ଏକ ଖବର ଜାଣିବାକୁ ମିଳିଛି ଗ୍ରେଟର ନୋଏଡାରେ । ଜଣେ ସଦ୍ୟ ବିବାହିତ ଯୁବତୀ ବିବାହ ପରଦିନ ଜନ୍ମ ଦେଇଛନ୍ତି ଜଣେ କନ୍ୟା ସନ୍ତାନକୁ ।
ଚଉଠି ରାତିରେ ଉକ୍ତ କନ୍ୟାଙ୍କର ପେଟ…