Browsing Tag

bride-groom

ମୁଡ୍‌ ବଦଳିଲା, ମଣ୍ଡପରୁ ଖସି ପଳାଇଲା ବର…୨୦ କିମି ପିଛା କରି କାବୁ କଲା କନ୍ୟା

ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏକ ଅଜବ ଘଟଣା। ଏଠାରେ ବିବାହ ପୂର୍ବରୁ ବର ମଣ୍ଡପ ଛାଡ଼ି ଖସି ପଳାଇ ଯାଇଥିଲା। କନ୍ୟା ଯେତେବେଳେ ଏ କଥା ଜାଣିବାକୁ ପାଇଲା, ତ ନିଜେ ବରକୁ ଖୋଜିବା ପାଇଁ ବାହାରି ପଡ଼ିଲା। ଶେଷରେ କନ୍ୟା, ବରକୁ ଖୋଜି ପାଇବାରେ ସକ୍ଷମ ହୋଇଥିଲା। ଏହାପରେ ବରକୁ ଧରି ମନ୍ଦିରରେ…

ପାର୍ଲରରୁ ବିବାହ ମଣ୍ଡପକୁ ବୁଲେଟରେ ଯିବାକୁ ବାପାଙ୍କୁ ଜିଦି କଲେ କନ୍ୟା, ଦେଖନ୍ତୁ ଭିଡିଓ

ବାହାଘର ସମୟରେ କିଛି ଖାସ୍‌ କରି ସ୍ମୃତିକୁ ସାଇତିବା ପାଇଁ କିଛି ଲୋକ ଅଦ୍ଭୁଦ କାମ କରନ୍ତି। ହୁଏତ ଏମିତି କିଛି ଘଟଣା ବିଷୟରେ ଆପଣ ପୂର୍ବରୁ ଜାଣିଥିବେ। ଆଉ ଆଜିକାଲିର ବାହାଘର ବେଳେ କେତେ ପ୍ରକାରର ଫଙ୍କସନ ମଧ୍ୟ କରାଯାଉଛି। ଏହି ସମୟରେ ବର କନ୍ୟାଙ୍କ ଅଜବ ଡିମାଣ୍ଡ ମଧ୍ୟ ହେଉଛି।…

ଯୌତୁକରେ ବୁଲେଟ ନମିଳିବାରୁ ବିବାହ ମଣ୍ଡପରେ କନ୍ୟାକୁ ଛାଡି ଚାଲିଗଲା ବର, ଏବେ ଖୋଜୁଛନ୍ତି ପରିବାର ଲୋକେ

ସମସ୍ତଙ୍କ ଜୀବନରେ ବିବାହ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଲୋକମାନେ ଏହା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥାନ୍ତି । ଅନେକ ସ୍ଥାନରେ ଏବେବି ଯୌତୁକ ପ୍ରଥା ରହିଛି । ଅନେକ ସାମାଜିକ ସଂଗଠନ ଯୌତୁକ ପ୍ରଣାଳୀ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି। ଉତ୍ତରପ୍ରଦେଶର କାନପୁରରୁ ଯୌତୁକ…

ରାତିରେ ସରିଲା ବିବାହ, ସକାଳୁ ଭାଙ୍ଗିଲା ସମ୍ପର୍କ ; କନ୍ୟା କହିଲା- ବୁଢ଼ା ବର ସହ ଯିବିନି

ନୂଆଦିଲ୍ଲୀ : ବିବାହ ଋତୁରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ବାରାଣସୀ ଅଞ୍ଚଳରେ ବିବାହର କିଛି ସମୟ ପରେ କନ୍ୟା ବୈବାହିକ ସଂପର୍କକୁ ଭାଙ୍ଗି ଦେଇଛି । କନ୍ୟାର କହିବା ଅନୁସାରେ ବରର ବୟସ ବହୁତ ଅଧିକ । ବାରାଣସୀର ଚୌବେପୁର ଅଞ୍ଚଳରୁ ଏଭଳି ଖବର ଆସିଛି ।…

ଫଟୋଗ୍ରାଫର ନେଇ ବର ଆସିଲାନି ବୋଲି ବାହା ହେବାକୁ ମନା କରିଦେଲା କନ୍ୟା

କାହାର ଫୋଟୋ ଉଠେଇବା କିମ୍ବା ନିଜ ଫଟୋ ଉଠେଇବାକୁ ନେଇ ଅନେକଙ୍କ ଠାରେ ଏକ ପ୍ରକାର କ୍ରେଜ ରହିଥାଏ । ବିବାହ ସମୟରେ ତ ଜଣେ ଦକ୍ଷ ଫଟୋ ଗ୍ରାଫର ଧରାବନ୍ଧା ହୋଇ ରହିଥାଏ । ଆଉ ଆଜିକାଲି ତ ଏମିତି ସମୟଯେ ଛୋଟ ଛୋଟ କଥାରେ ଲୋକଙ୍କ ବିବାହ ଭାଙ୍ଗିବାରେ ଲାଗିଛି । ବର ସାଥିରେ ଜଣେ ଫଟୋଗ୍ରାଫରଙ୍କୁ…