Browsing Tag

bride killed

ଯୌତୁକ ଜୁଇରେ ନବବଧୂ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

ପଦ୍ମପୁର:  ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ ।  ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ଲହଙ୍ଗୀର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।  ଲହଙ୍ଗୀର ଗାଁର ଗୁଣନିଧି ବେଣ୍ଟକାରଙ୍କ ପୁଅ ଧ୍ରୁବ ବେଣ୍ଟକାରଙ୍କ ସହ  ଯାମପାଲିର ଜଗତରାମ ବରିହାଙ୍କ ଝିଅ ପ୍ରତିମା ବରିହାଙ୍କର ବିବାହ ଗତ…