Browsing Tag

bridegroom

କନ୍ୟାକୁ ଛାଡ଼ି ବିବାହ ବେଦୀରୁ ଫେରି ଆସିଲା ବର, ଯୌତୁକ ଇଚ୍ଛା ପୂରା ନହେବାରୁ କଲା ଏମିତି

ରାଜସ୍ଥାନର ପ୍ରତାପଗଡ଼ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ବେଦୀରେ ବସିଥିବା କନ୍ୟାକୁ ଛାଡ଼ି ବର ଫେରି ଯାଇଛି । ବରର ଇଚ୍ଛା ଥିଲା ଶ୍ୱଶୁର ଘରୁ ଯୌତୁକ ନେବ କିନ୍ତୁ ଇଚ୍ଛା ପୂରା ନହେବାରୁ ବିବାହ ବେଦୀରୁ ଫେରି ଆସିଥିଲା ବର । କନ୍ୟା ଘରେ ପହଞ୍ଚି ଭୋଜି ଖାଇ…

ବାହାଘର ରାତି ପାଲଟିଲା ଶେଷ ରାତି, ହାର୍ଟଆଟାକରେ ବରକନ୍ୟା ମୃତ

ବାହାଘର ରାତି ପାଲଟିଲା ଶେଷ ରାତି । ନବବିବାହିତ ଯୋଡି ବାହାଘର  ସରିବା ପରେ ରୁମରେ ଯାଇ ଶୋଇଥିଲେ । କିନ୍ତୁ ପରଦିନ ସକାଳୁ ଉଠିନଥିଲେ । ଘର ଲୋକ ବ୍ୟସ୍ତ ହୋଇ କବାଟ ଖୋଲିବା ପରେ ଉଭୟ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଦୁହିଁଙ୍କର ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା…

ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର, ବିବାହ ବାତିଲ

କଣ୍ଟାବାଞ୍ଜି (କେନ୍ୟୁଜ): ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତି ଘଟିଛି ଅଭାବନୀୟ ଘଟଣା । ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି । ଏହା ପରେ ବିବାହକୁ ମଧ୍ୟ କନ୍ୟା ଘର ଲୋକ…