Browsing Tag

brides made to undergo pregnancy tests

ଗଣ ବିବାହ ଯୋଜନାର ଲାଭ ପାଇବା ପାଇଁ ମହିଳାଙ୍କ ଗର୍ଭ ପରୀକ୍ଷାକୁ ନେଇ ହଙ୍ଗାମା

ଭୋପାଳ : ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ଗଣ ବିବାହ ଯୋଜନା ’ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ କୁ ନେଇ ଦେଖା ଦେଇଛି ବିବାଦ । ଏହି ବିବାହ ଯୋଜନାର ଲାଭ ପାଇବା ପାଇଁ ଯୁବତୀମାନଙ୍କ ଗର୍ଭ ପରୀକ୍ଷା କରାଯାଇଥିଲା ବୋଲି ବିବାଦ ମୁଣ୍ଡ ଟେକିଛି । ଅକ୍ଷୟ ତୃତୀୟା ଅବସରରେ ସରକାରଙ୍କ ଗଣ ବିବାହ…