Browsing Tag

bridge collapse

ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ ଟ୍ରାଜେଡି : ନଦୀରେ ବୁଡିଥିବା ଟ୍ରକରୁ ୨ ମୃତଦେହ ଉଦ୍ଧାର

ଆମେରିକାର ବାଲ୍ଟିମୋରରେ ପୋଲ ଭୁଶୁଡିବା ଘଟଣାରେ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ଉପରେ ଥିବା ଅନେକ ଗାଡି ଏବଂ ଶ୍ରମିକ ବୁଡି ଯାଇଥିଲେ । ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜକୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା । ଏହି…

ଫ୍ରାନ୍ସିସ ସ୍କଟ ବ୍ରିଜ ଟ୍ରାଜେଡି : ଜାହାଜରେ ଥିବା ସମସ୍ତ ୨୨ ଭାରତୀୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ, ୬ ନିଖୋଜ

ଆମେରିକା ଫ୍ରାନ୍ସିସ ସ୍କଟ ବ୍ରିଜ ଟ୍ରାଜେଡି ଘଟଣାରେ ଜାହାଜରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ । ଜାହାଜରେ ୨୨ ଭାରତୀୟ କ୍ର୍ୟୁ ଥିଲେ । ସ୍ପଷ୍ଟ କରିଛି ସିପିଂ କମ୍ପାନୀ ମର୍ସ୍କ । ଏମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଜାହାଜରେ ବିଦ୍ୟୁତ ଫେଲ୍ ହେବା ଯୋଗୁଁ ଦୁର୍ଘଟଣା ହୋଇଛି । ତେବେ…

ଆମେରିକା: ଜାହାଜ ବାଜିବାରୁ ଭାଙ୍ଗିଗଲା ବ୍ରିଜ, ନଦୀରେ ଖସିପଡିଲା ଶହଶହ ଗାଡି

ଆମେରିକାର ବାଲ୍ଟିମୋରରେ ଭାଙ୍ଗିଗଲା ବ୍ରିଜ । ବ୍ରିଜ ତଳେ ଏକ କଣ୍ଟେନର ଜାହାଜ ଯାଉଥିବା ବେଳେ ବ୍ରିଜରେ ବାଜିବା ଯୋଗୁଁ ସଂପୂର୍ଣ୍ଣ ବ୍ରିଜଟି ଭାଙ୍ଗିପଡିଥିଲା । ଫଳରେ ବ୍ରିଜ ଉପରେ ଥିବା ଶହଶହ ଗାଡି ପାଣିକୁ ଖସିପଡିଥିଲା । ଘଟଣା ପରେ ଉଦ୍ଧାରକାରୀ ଦଳ ପାଣିରେ ଲୋକଙ୍କୁ ଖୋଜୁଛନ୍ତି । ବ୍ରିଜ…

ଭୁଶୁଡ଼ି ପଡ଼ିଲା ବିହାରର ସବୁଠାରୁ ବଡ଼ ନିର୍ମାଣାଧୀନ ବ୍ରିଜ୍‌, ଜଣଙ୍କର ଜୀବନ ଗଲା

ବିହାରର ସବୁଠାରୁ ବଡ଼ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି । ଏହି ଦୁର୍ଘଟଣା ସୁପୌଲରେ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଥିବା ଜଣାଯାଇଛି । ଉଦ୍ଧାରକାରୀ ଦଳ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା…

କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜର ପାଚେରୀ, ନିମ୍ମମାନର କାର୍ଯ୍ୟରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ

ବାଲେଶ୍ବର (କେନ୍ୟୁଜ): ଭୁଶୁଡିଲା କେନାଲ ଉପର ନିର୍ମାଣାଧୀନ ବ୍ରିଜର ପାଚେରୀ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ସାଳନ୍ଦୀ କେନାଲର ଉପରେ ନିର୍ମାଣାଧୀନ ବ୍ରିଜର କଟ ଅଫ ୱାଲ ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ସନ୍ତରାଗାଡ଼ିଆ ଠାରୁ ନୀଳଗିରି ଦେଇ ସାଳନ୍ଦୀ କେନାଲର ଅସ୍ତିଆ ଛକ ନିକଟରେ ଭୁଶୁଡ଼ିଛି…

ବ୍ରିଜ ଭୁଶୁଡିବାର ୫ଦିନ ପରେ ଘଟଣାସ୍ଥଳରେ ପହଞ୍ଚିଛି ବିଶେଷଜ୍ଞ ଦଳ, ଚଲାଇଛି ତନାଘନା

ଯାଜପୁର(କେନ୍ୟୁଜ୍): କେମିତି ଭୁଶୁଡିଲା ଏନ୍‌ଏଚ୍‌ ୧୬ ରସୁଲପୁର ନିକଟ ବ୍ରିଜ୍‌ ? ଯାଜପୁର କୁଆଖିଆରେ ବ୍ରିଜ ଦୁର୍ଘଟଣାର ତନାଘନା ତଦନ୍ତ ଚଳାଇଛି କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍‌ । ବ୍ରିଜ ଭୁଶୁଡିବା ଘଟଣାର ୫ଦିନ ପରେ ଘଟଣାସ୍ଥଳରେ ପହଞ୍ଚିଛି ବିଶେଷଜ୍ଞ ଦଳ । ତଦନ୍ତରେ ଜାତୀୟ ରାଜପଥ…

କେନ୍ଦୁଝର: ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ, ଜଣେ ଗୁରୁତର

ଅନନ୍ଦପୁର(କେନ୍ୟୁଜ୍):ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ। ଜଣେ ଗୁରୁତର ଦୁଇ ଆହାତ ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି। ଅନେକ ଦିନ ବ୍ୟବଧାନ ପରେ ଆରମ୍ଭ ହେଉଥିବା ସେତୁ ଅଚାନକ ଭାଙ୍ଗିଗଲା। ଆଜି ସକାଳୁ ଶ୍ରମିକ ମାନେ କାମ କରୁଥିବା ଅବସ୍ଥାରେ ସେତୁ ର…

ସାଥ୍ ଦେଲା ଭାଗ୍ୟ: ୬୦ ଜଣଙ୍କ ଜୀବନ ବଞ୍ଚାଇ ଦେବଦୂତ ପାଲଟିଗଲେ ନଇମ, ହେଲେ ରହିଗଲା ଗୋଟେ ଅବଶୋଷ

ଅହମଦାବାଦ: ଗୁଜରାଟ ମୋରବୀର ମଚ୍ଛୁ ନଦୀରେ ଝୁଲା ପୋଲ ଛିଣ୍ଡିିବା ଘଟଣାରେ ମୃତ୍ୟୁ ସଂଖା ୧୪୧କୁ ବୃଦ୍ଧି ପାଇଛି । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି। ମୋରବୀ ବ୍ରିଜ୍‌ ଦୁର୍ଘଟଣାରେ କମ୍ପାନୀ ଓରେଭା ମ୍ୟାନେଜର ସମେତ ୯ ଜଣଙ୍କୁ ଗିରଫ…

ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ: ଗୁଜରାଟ ବ୍ରିଜ୍‌ ଟ୍ରାଜେଡିରେ ଛାତିଫଟା କାହାଣୀ, ହାତ ଧରାଧରି ହୋଇ ଚାଲିଗଲେ…

ଗୁଜରାଟ : ରବିବାର କାଳ ସଂଧ୍ୟାକୁ ନେଇ ସବୁଠି ଚର୍ଚ୍ଚା । ମୃତକଙ୍କ ପରିବାରରେ ଶୋକର ଛାୟା । ଗୁଜରାଟ ବ୍ରିଜ୍‌ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି ତିନି ଭାଇ । ସେମାନେ ହେଲେ ଚିରାଗ ମୁଛଦୟା, ଧାର୍ମିକ ଓ ଚେତନ । ଚିରାଗର ବୟସ ୨୦ ହୋଇଥିବା ବେଳେ ଧାର୍ମିକର ବୟସ ୧୭ ଓ ଚେତନର ବୟସ ୧୫ ।…

ଚାରିଆଡେ ଭାସୁଥିଲା ଶବ, ଶୁଭୁଥିଲା ବିକଳ ଚିତ୍କାର, ନିଜ ଲୋକଙ୍କୁ ଖୋଜୁଥିଲା ଆଖି; ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ଘଟଣାରେ ଅନେକ ଛୋଟ ପିଲାଙ୍କ ଜୀବନ ଚାଲିଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ପ୍ରଶାସନ…

ଉଦ୍‌ଘାଟନ ବେଳେ ଭୁଶୁଡ଼ିପଡ଼ିଲା ବ୍ରିଜ୍‌, ସ୍ତ୍ରୀଙ୍କ ସହ ନାଳରେ ପଡ଼ିଲେ ମେୟର; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉଦ୍‌ଘାଟନ୍‌ ବେଳେ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌। ନାଳରେ ଯାଇ ପଡ଼ିଲେ ମେୟର। କେବଳ ମେୟର ନୁହେଁ, ତାଙ୍କ ପତ୍ନୀ ବି ଯାଇ ପଡ଼ିଲେ ନାଳରେ। ମେକ୍ସିକୋ ସହରରେ ଏକ ବ୍ରିଜ୍‌ ଉଦ୍‌ଘାଟନ୍‌ ବେଳେ ଏଭଳି ଅଘଟଣ ଘଟିଛି। ଏହି ବ୍ରିଜ୍‌ ଉଦ୍‌ଘାଟନ ବେଳେ ସହରର ମେୟରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ…

ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣା: ଆଜି ଛତ୍ର ବଜାର ଭିତରକୁ ଭାରି ଯାନ ପ୍ରବେଶ ଉପରେ କଟକଣା ଜାରି

କଟକ(କେନ୍ଯୁଜ୍): କଟକ ଛତ୍ର ବଜାର ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣାରେ ଆଜି ଛତ୍ର ବଜାର ଭିତରକୁ ଭାରି ଯାନ ପ୍ରବେଶକୁ ନେଇ କଟକଣା ଜାରି କରିଛି ପ୍ରଶାସନ। ଛତ୍ର ବଜାର ପୁରୁଣା ପୋଲ ଦେଇ ପ୍ରବେଶ ମନା। ପିଲଗ୍ରୀମ୍‌ ରୋଡ୍‌ରେ ଟ୍ରକ ଗୁଡିକରୁ ମାଲ ଅନ୍‌ଲୋଡିଙ୍ଗ ଚାଲିଛି। ମାଟି ଅତଡା ଖସି…