Browsing Tag

bridge collapsed

ବ୍ରିଜ୍‌ ଟ୍ରାଜେଡି: ୧୭ ଟଙ୍କିଆ ଟିକେଟ୍‌ରେ ଲେଖାଥିଲା ଚେତାବନୀ; ‘ଝୁଲା ପୋଲକୁ କ୍ଷତି ପହଞ୍ଚାଇଲେ କଠୋର…

ଗୁଜରାଟର ମୋରବୀରେ ରବିବାର ହୋଇଥିବା ବ୍ରିଜ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ୭୦ ପର୍ଯ୍ୟଟକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ବାକି ପର୍ଯ୍ୟଟକଙ୍କୁ ନଦୀରୁ ଉଦ୍ଧାର ପାଇଁ ରେସ୍‌କ୍ୟୁ ଅପରେସନ ଜାରି ରହିଛି। ଏହାରି ଭିତରେ…

ମୋରବୀ ବ୍ରିଜ୍‌ ଟ୍ରାଜେଡି ; ବିଜେପି ସାଂସଦଙ୍କ ୧୨ ଜଣ ସଂପର୍କୀୟ ମୃତ, ବ୍ରିଜର ନଥିଲା ଫିଟନେସ ସାର୍ଟିଫିକେଟ୍

ଗୁଜରାଟ ମୋରବୀ ମଚ୍ଛୁ ନଦୀରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୧ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ମଚ୍ଛୁ ନଦୀରେ ହୋଇଥିବା ଏହି ହୃଦୟବିଦାରକ ଦୁର୍ଘଟଣାରେ ବିଜେପି ସାଂସଦଙ୍କ ୧୨ ଜଣ…

ଗୁଜରାଟରେ ମୋରବୀ ଜିଲ୍ଲାରେ ବ୍ରିଜ୍‌ ଟ୍ରାଜେଡି ଘଟଣା: ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି

ଗୁଜରାଟ: ଗୁଜରାଟରେ ମୋରବୀ ଜିଲ୍ଲାରେ ବ୍ରିଜ୍‌ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି । ଆଜି ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ହୋଇଛି । ୧୭୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୯ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେନା, ନୌସେନା, ଏନଡିଆରଏଫ ଓ ଅଗ୍ନିଶମ…

ପ୍ରବଳ ବର୍ଷାରେ ଧୋଇଗଲା ପଞ୍ଜାବ- ହିମାଚଳକୁ ଯୋଡୁଥିବା ଏକମାତ୍ର ରେଲୱେ ବ୍ରିଜ୍‌, ୧୯୨୮ ମସିହାରେ ଇଂରେଜ କରିଥିଲେ…

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ପଞ୍ଜାବ ଏବଂ ହିମାଚଳ ସୀମାରେ ଥିବା ଚକ୍କି ନଦୀରେ ନିର୍ମିତ ୮୦୦ ମିଟର ଲମ୍ବା ରେଲୱେ ବ୍ରିଜ ଭୁଶୁଡି ପଡିଛି। ଚକ୍କି ନଦୀରେ ବନ୍ୟା ଆସିବା ଯୋଗୁଁ ବ୍ରିଜର ଦୁର୍ବଳ ଖମ୍ବ ଭାଙ୍ଗିପଡିଛି। ଭାରତୀୟ ରେଳ ଲାଇନର ଐତିହାସିକ ଐତିହ୍ୟ ପଠାନକୋଟ-କାଙ୍ଗଡା…

କୋରାପୁଟ: ବନ୍ୟା ଯୋଗୁ ଭୁଶୁଡିଲା ବ୍ରିଜ, ଜୟପୁର ବଙ୍ଗଳାଗୁଡା ନିକଟରେ ଯାତାୟାତ ବନ୍ଦ

କୋରାପୁଟ (କେନ୍ୟୁଜ) : ବଙ୍ଗଳାଗୁଡା ନିକଟରେ ଭୁଶୁଡିଲା ପୋଲ। ୩୨୬ ନଂ ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ । କୋରାପୁଟ _ ଲକ୍ଷ୍ମୀପୁର_ ରାୟଗଡ ରାସ୍ତାରେ ଗାଡି ଚଳାଚଳ ବନ୍ଦ । ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିଲା । ଆଜି ପାଗ ସୁଷ୍କ ରହିଛି । ହେଲେ ପୋଲକୁ ସଂଯୋଗ କରୁଥୁବା…

ଲଗାଣ ବର୍ଷାରେ ଭୁଶୁଡିଲା କୋଷ୍ଟ କେନାଲ ସେତୁର ଗାର୍ଡ ଓ୍ଵାଲ, ୯ କୋଟି ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ

 ବାଲେଶ୍ୱର(କେନ୍ୟୁଜ୍): ଲଗାଣ ବର୍ଷାରେ ଭୁଶୁଡିଲା ସେତୁ। ବାଲେଶ୍ୱର ରେମୁଣାର କଳା ମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ସେତୁର ଗାର୍ଡ ଓ୍ଵାଲ ଲଗାଣ ବର୍ଷା ଫଳରେ ଭୁଶୁଡି ପଡିଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ୫ ବର୍ଷ ତଳେ ୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସେତୁ…