Odisha News
.
Browsing Tag

Bridge collapsed

ସହି ପାରିଲାନି ଟ୍ରକ୍‌ର ବୋଝ, ମଝିରୁ ଭାଙ୍ଗିଗଲା ପୋଲ

ନିଆଳି (କେ ନ୍ୟୁଜ୍‌) : ଲୋଡ୍‌ ହୋଇଥିବା ଟ୍ରକ୍‌ର ବୋଝ ସମ୍ଭାଳି ପାରିଲାନି ପୋଲ । ଆଉ ଦୁଇଖଣ୍ଡ ହୋଇଗଲା । ପୋଲ ମଝିରେ ଫସି ରହିଛି ଟ୍ରକ୍‌ । କଟକ ଜିଲ୍ଲା ଗୋବିନ୍ଦପୁରରେ ଆଜି ଘଟିଛି ଏହି ଦୁର୍ଘଟଣା । ଗୋବିନ୍ଦପୁର ବଜାରରୁ କାକଟପୁର ବ୍ରାଞ୍ଚ କେନାଲ ଉପର ଦେଇ ନଦୀବନ୍ଧକୁ ଉଠିବା ଲାଗି ଏହି…

ଗୁଜୁରାଟ ଜୁନାଗଡଠାରେ ହତାଠ୍‌ ମଝିରୁ ଭୁଶୁଡି ପଡିଲା ପୋଲ, ନଦୀ ମଝିକୁ ଖସିଲା କାର୍‌

ଗୁଜୁରାଟ: ହତାଠ୍‌ ଭାଙ୍ଗିଗଲା ପୋଲ। ନଦୀ ମଝିକୁ ଖସିପଡିଲା କାର୍‌। ରବିବାର ଗୁଜୁରାଟ ଜୁନାଗଡଠାରେ ଏକ ପୋଲ ହତାଠ୍‌ ମଝିରୁ ଭୁଶୁଡି ପଡିଥିଲା। ଫଳରେ ରାସ୍ତାରେ ଯାଉଥିବା ଗାଡି ଚାଳକମାନ କେହି କିଛି ଭାବିବା ପୂର୍ବୁର ଗାଡି ସହ ନଦୀ ମଝିକୁ ଖସିପଡିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ…

ଗଞ୍ଜାମ: ଲଗାଣ ବର୍ଷାରେ ଭୁଶୁଡ଼ିଲା ପଳାସପୁର ନିକଟ ପୋଚକାନାଳ ଉପରେ ଥିବା ପୋଲ, ଯାତାୟତ ଠପ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପଳାସପୁର ନିକଟ ପୋଚକାନାଳ ଉପରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି । ଫଳରେ ଲୋକଙ୍କ ଯାତାୟତରେ ବାଧା ଉପୁଜିଛି । ପୂର୍ତ୍ତବିଭାଗ ଓ ଏନ୍‌ଏଚ୍‌ ଅଧିକାରୀ ପହଞ୍ଚି ଡଇଭର୍ସନ୍‌ ରାସ୍ତା…

ରାୟଗଡ଼ା: କଲ୍ୟାଣସିଂହପୁରରେ ପ୍ରବଳ ବର୍ଷା ଯୋଗୁ ଧୋଇଗଲା ଅସ୍ଥାୟୀ ପୋଲ, ୬ଟି ପଞ୍ଚାୟତବାସୀ ବାହ୍ୟଜଗତରୁ ବିଚ୍ଛିନ୍ନ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପ୍ରବଳ ବର୍ଷା। କଲ୍ୟାଣୀ ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ଧୋଇଗଲା ଅସ୍ଥାୟୀ ପୋଲ। ଫଳରେ ୬ଟି ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛିଯ। କଲ୍ୟାଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ରାୟଗଡ଼ାରେ ଗତ ୨ବର୍ଷ…

ଭୁଶୁଡିଲା ନିର୍ମାଣାଧିନ ପୋଲ, ୧୦ ଆହତ

ସୁନ୍ଦରଗଡ :  ସୁନ୍ଦରଗଡ ଜିଲ୍ଲା ବଣେଇରେ ଅଘଟଣ । ନିର୍ମାଣାଧିନ ପୋଲ ଭୁଶୁଡି ୧୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ହୋଇଥିବା ୬ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଉଛି ।…