Browsing Tag

britain

ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଦୁଇ ଦିନିଆ ଭାରତ ଗସ୍ତ, ଅନେକ ବାଣିଜ୍ୟ ଚୁକ୍ତି ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ସହିତ ଚାଲିଥିବା ଉତ୍ତେଜନାରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି । ସେ ବୁଧବାର (୮ ଅକ୍ଟୋବର) ସକାଳେ ମୁମ୍ବାଇରେ ପହଞ୍ଚିଥିଲେ । ଆମେରିକା ଶୁଳ୍କ ନେଇ…

ଥିରୁଅନନ୍ତପୁରମରେ ଏୟାରପୋର୍ଟରେ ଜରୁରୀ ଅବତରଣ କଲା ୟୁକେ ନୌସେନାର F-35, ଇନ୍ଧନ ସରିଯିବାରୁ ATC ସହିତ କରିଥିଲା…

ବ୍ରିଟେନର ସବୁଠାରୁ ଶକ୍ତିଶାଳୀ ଫାଇଟର ଜେଟ୍ ଭାରତରେ ଲାଣ୍ଡିଂ କରିଛି । କେରଳ ଥିରୁଅନନ୍ତପୁରମରେ ଜରୁରୀକାଳୀନ ଅବତରଣ କରିଛି ୟୁକେ ନୌସେନାର F-35 । ବର୍ତ୍ତମାନ ସୁଦ୍ଧା ଫାଇଟର ଜେଟ୍ ବିମାନ ବନ୍ଦରରେ ଅଛି । ସମସ୍ତ ଏଜେନ୍ସି ସହିତ ସମନ୍ୱୟରେ ଥିବା ସହ ସମସ୍ତ ସହାୟତା ପ୍ରଦାନ କରାଯାଉଥିବା…

ଟ୍ରମ୍ପଙ୍କ ଟ୍ରେଡ ୱାର ବିରୋଧରେ ବ୍ରିଟେନର ଯୁଦ୍ଧ ଘୋଷଣା, ଗ୍ଲୋବାଲାଇଜେସନରୁ ଓହରିବାକୁ ବିଚାର କରୁଛି ବ୍ରିଟେନ

ଟ୍ରମ୍ପଙ୍କ ଟ୍ରେଡ ୱାର ବିରୋଧରେ ବ୍ରିଟେନର ଯୁଦ୍ଧ ଘୋଷଣା ।  ଜଗତୀକରଣ ବା ଗ୍ଲୋବାଲାଇଜେସନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର ।  ସୋଭିଏତ ସଂଘର ପତନ ପରେ ୧୯୯୧ରୁ ଗ୍ଲୋବାଇଲାଇଜେନ ଆରମ୍ଭ ହୋଇଥିଲା ।  ତେବେ ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ନିଷ୍ପତ୍ତି…

ବ୍ରିଟେନ ହସ୍ପିଟାଲରେ ଭାରତୀୟ ମୂଳ ନର୍ସଙ୍କ ଉପରେ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ, ଅଭିଯୁକ୍ତ ଗିରଫ

ବ୍ରିଟେନରେ ଭାରତୀୟ ମୂଳ ନର୍ସଙ୍କୁ ମରଣାନ୍ତକ ଆକ୍ରମଣ । ଉତ୍ତର-ପଶ୍ଚିମ ବ୍ରିଟେନର ଗ୍ରେଟର ମଞ୍ଚେଷ୍ଟରରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ନର୍ସଙ୍କ ଉପରେ କଇଁଚିରେ ଆକ୍ରମଣ କରାଯାଇଛି । ଗତ ଶନିବାର ନାଇଟ୍ ସିଫ୍ଟ ବେଳେ ଏହି ଘଟଣା ଘଟିଥିଲା ।…

ବ୍ରିଟେନ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡ୍‌ଭାଇଜରୀ ଜାରି

ଗତ ସପ୍ତାହେ ଧରି ବ୍ରିଟେନର ଅନେକ ଅଞ୍ଚଳରେ ହିଂସାକାଣ୍ଡ ଘଟି ଚାଲିଛି । ସାଉଥପୋର୍ଟରେ ଏକ ଡ୍ୟାନ୍ସ କ୍ଲାସ୍‌ରେ ଛୁରାମାଡ଼ ଘଟଣା ପରେ ଦଙ୍ଗା ଥମୁନାହିଁ । ଛୁରାମାଡ଼ ଘଟଣାରେ ୩ ଜଣ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ପୋଲିସ ଏହି ଘଟଣାରେ ୧୦୦ ଜଣଙ୍କୁ ଗିରଫ କରିଛି ।…

କେର ଷ୍ଟାର୍ମରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ‘ବ୍ରିଟେନ ନିର୍ବାଚନରେ ଏହି ଚମତ୍କାର ବିଜୟ ପାଇଁ…

ବ୍ରିଟେନ୍‌ରେ ସରକାର ପରିବର୍ତ୍ତନ ହୋଇଛି । ୧୪ ବର୍ଷ ପରେ କଞ୍ଜରଭେଟିଭ୍‌ ପାର୍ଟିକୁ ହରାଇ ଲେବର ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଦଳର ନେତା କେର ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେବେ । ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।…

ବ୍ରିଟେନରେ ବଡ଼ ପରିବର୍ତ୍ତନ: ନୂଆ ପ୍ରଧାନମନ୍ତ୍ରୀ ହେବେ କେର୍ ଷ୍ଟାରମର, ଶୁଭେଚ୍ଛା ଜଣାଇଲେ ରିଷି ସୁନକ

ନୂଆଦିଲ୍ଲୀ : ବ୍ରିଟେନରେ ବଡ଼ ପରିବର୍ତ୍ତନ । ଶାସକ କନଜରଭେଟିଭ ପାର୍ଟିର ଶୋଚନୀ ପରାଜୟ। ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା । ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି । ଏବେ ଭାରତର ଜ୍ବାଇଁ ତଥା କନଜରଭେଟିଭ୍ ପାର୍ଟିର ନେତା ଋଷି ସୁନକ ପ୍ରଧାନମନ୍ତ୍ରୀ ଅଛନ୍ତି…

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି । ଏହି ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରିଛି । ୪ ଜଣଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ନର୍ଥ ୟାର୍କଶାୟର ପୋଲିସ କହିଛି ଯେ ଦ୍ୱିପ୍ରହରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ…

ପତ୍ନୀକୁ ହତ୍ୟା କରି ୨୦୦ରୁ ଅଧିକ ଖଣ୍ଡ କଲା ସ୍ୱାମୀ, ଗୁଗଲରେ ସର୍ଚ୍ଚ କଲା ସ୍ତ୍ରୀକୁ ମାରିବାର ଫାଇଦା

ଶଇତାନ ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ଟିକିଟିକି କରି କାଟିଲା । ଆଉ ନଦୀରେ ଭସାଇ ଦେଲା । କେବଳ ସେତିକିରେ ମନ ମାନିଲାନି । ସ୍ତ୍ରୀକୁ ମାରିବାର ଫାଇଦା ବିଷୟରେ ଗୁଗଲରେ ସର୍ଚ୍ଚ କରିଥିଲା ସ୍ୱାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବ୍ରିଟେନରେ । ଖବର ମୁତାବକ, ବ୍ରିଟେନର ୨୮…

ଶୋଚନୀୟ ଭାବେ ହାରିବ ଋଷି ସୁନକଙ୍କ ପାର୍ଟି, ନିର୍ବାଚନ ପୂର୍ବରୁ ନୂଆ ସର୍ଭେରେ ଆଶ୍ଚର୍ଯ୍ୟଜନକ ଦାବି

ଚଳିତ ବର୍ଷ ବ୍ରିଟେନରେ ହୋଇପାରେ ସାଧାରଣ ନିର୍ବାଚନ । ନିକଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ସଙ୍କେତ ଦେଇଥିଲେ ଯେ ଚଳିତ ବର୍ଷ ଶେଷରେ ନିର୍ବାଚନ ହୋଇପାରେ । ଏହାରି ଭିତରେ ନିର୍ବାଚନ ପୂର୍ବରୁ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି…

ବ୍ରିଟେନ୍‌ ରାଜାଙ୍କ ପରେ ଯୁବରାଣୀ…, ପ୍ରିନ୍ସେସ୍‌ ଅଫ୍‌ ୱେଲ୍ସ କେଟ୍‌ ମିଡିଲଟନ୍‌ କ୍ୟାନ୍ସରରେ ଆକ୍ରାନ୍ତ

ବ୍ରିଟେନ୍‌ ରାଜାଙ୍କ ପରେ ଯୁବରାଣୀଙ୍କୁ କର୍କଟ । ପ୍ରିନ୍ସେସ୍‌ ଅଫ୍‌ ୱେଲ୍ସ କେଟ୍‌ ମିଡିଲଟନଙ୍କୁ କ୍ୟାନସର ହୋଇଥିବାରୁ ତାଙ୍କର ଚିକିତ୍ସା ଚାଲିଛି । ୪୨ ବର୍ଷୀୟା କେଟ୍‌ଙ୍କର ପୂର୍ବରୁ ପାକସ୍ଥଳୀରେ ଅସ୍ତ୍ରୋପଚାର ହୋଇଥିଲା । ଏକାଧିକ ପରୀକ୍ଷଣରୁ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଛି ।…