ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ! ଶହେରୁ ଅଧିକ ସାଂସଦଙ୍କ ସମର୍ଥନ
ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ରିଷି ସୁନକ୍ । ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଇନଫୋସିସ୍ ପ୍ରତିଷ୍ଠାତା ଏନ ଆର ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସୁନକ । ରିଷି ସୁନକ୍ ପୂର୍ବରୁ ବ୍ରିଟେନ ଅର୍ଥମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ପାଇଁ…