Browsing Tag

britney spears

ପପ୍‌ ଷ୍ଟାର ବ୍ରିଟିନ୍‌ ସ୍ପିଅରସ୍‌ ଗମ୍ଭୀର ରୋଗରେ ପୀଡିତ,ପୋଷ୍ଟ ସେୟାର କରି ଲେଖିଲେ ‘ଏବେ ଉପରବାଲା ଭରସା’

ବ୍ରିଟନୀ ସ୍ପିଅରସ୍‌ ଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର । ବ୍ରିଟିନ ସ୍ପିଅରସ୍‌ ଏବେ ଗମ୍ଭୀର ଭାବେ ପୀଡିତ । ତାଙ୍କର ନର୍ଭ ଡ୍ୟାମେଜ ହୋଇଯାଇଛି । ଏହା ଏପରି ରୋଗ ଯାହାର ଚିକିତ୍ସା ପ୍ରାୟତଃ ନାହିଁ । ସେଇଥିପାଇଁ ବୋଧହୁଏ ବ୍ରିଟ୍‌ନୀ ଇଶ୍ୱରଙ୍କ ଉପରେ ଭରସା ବୋଲି ଏକ ପୋଷ୍ଟ ସେୟାର କରିଛନ୍ତି…