BSNL ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ, ଏହି ୟୁଜରମାନେ ଫ୍ରିରେ ଦେଖିପାରିବେ ଲାଇଭ୍ ଟିଭି ଏବଂ OTT
ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ନୂଆ ଅଫର ଆଣିଛି । ବର୍ତ୍ତମାନ କମ୍ପାନୀ ଏହାର ଗ୍ରାହକମାନଙ୍କୁ OTT ପ୍ଲାଟଫର୍ମ ଏବଂ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଟିଭି ଚ୍ୟାନେଲ ଦେଖିବାର ସୁବିଧା ଦେବାକୁ ଯାଉଛି ।…