ଓଜନ ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ବ୍ରୋକୋଲି କଫି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ
ଯେତେବେଳେ ଆପଣଙ୍କର ଓଜନବୃଦ୍ଧି ହୁଏ ଶରୀରର ଆକୃତି ଖରାପ ହେବାକୁ ଲାଗେ। ସେତେବେଳେ ସତର୍କ ହେବା ଜରୁରୀ। ମୋଟାପଣ ଏକ ରୋଗ ନୁହେଁ, କିନ୍ତୁ ଏହି କାରଣରୁ ଉଚ୍ଚ କୋଲେଷ୍ଟ୍ରଲ, ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନ୍ୟ ରୋଗ ହେବାର ଆଶଙ୍କା ବଢିଯାଏ। ଏହାକୁ ଏଡାଇବା ପାଇଁ ସର୍ବୋତ୍ତମ ଉପାୟ…