ଚାକିରି କରେଇଦେବ କହି ୧୪ ବର୍ଷର ଝିଅକୁ ନେଲା ଦଲାଲ, ଝିଅକୁ ଉଦ୍ଧାର କରିଛି ପୋଲିସ
ବାଲିଗୁଡା: ମଧ୍ୟପ୍ରଦେଶ ରାଜ୍ୟରେ ଦୁଇ ମାସ ଧରି ବନ୍ଧା ପଡ଼ିଥିଲା କନ୍ଧମାଳର ଜଣେ ଚଉଦ ବର୍ଷର ଝିଅ । ବହୁ କଷ୍ଟରେ ଝିଅକୁ ଉଦ୍ଧାର କରିଛି ପୋଲିସ । ମଧ୍ୟପ୍ରଦେଶର ସାଗର ଜିଲ୍ଲା ଜୈଶି ନଗରରୁ ଝିଅକୁ ଉଦ୍ଧାର କରିଛି କୋଟଗଡ଼ ପୋଲିସ । ତୁମୁଡିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଦଲାଲ ଶଶୀ ଭୂଷଣ…