Browsing Tag

bronze medal

୩୮ ତମ ଜାତୀୟ କ୍ରୀଡା ପ୍ରତିଯୋଗିତା, ଭାରୋତ୍ତଳନରେ ସୁରେଶଙ୍କୁ ମିଳିଛି କାଂସ୍ୟ ପଦକ

ଡେରାଡୁନ: ୩୮ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସୁରେଶଙ୍କୁ କାଂସ୍ୟ ପଦକ ମିଳିଛି । ଖବର ମୁତାବକ, ୩୮ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାର ଭାରୋତ୍ତଳନ ବିଭାଗର ପୁରୁଷ ୯୬ କେଜି ବିଭାଗରେ ଓଡିଶାର ସୁରେଶ କୁମାର ଯାଦବ ସ୍ନାଚରେ ୧୭୯ କେଜି ଓ କ୍ଲିଂନ ଏଣ୍ଡଜର୍କରେ ୧୭୩ କେଜି ଏବଂ ମୋଟ ୩୧୨…

ରୋମାନିଆରେ ଜୁନିଅର ସାଇନ୍ସ ଅଲିମ୍ପିଆଡରେ ଚମକିଲେ ଓଡ଼ିଆ ପୁଅ, ହାତେଇଲେ ବ୍ରୋଞ୍ଜ ପଦ

ବିଦେଶରେ ଓଡ଼ିଆ ପୁଅଙ୍କ କମାଲ୍ । ରୋମାନିଆରେ ହାତେଇଲେ ବ୍ରୋଞ୍ଜ ପଦକ । ଓଡ଼ିଆ ପୁଅ ଅନିଶ ଜେନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ରୋମାନିଆର ବୁରାରେଷ୍ଟଠାରେ ଚାଲିଥିଲା ୨୧ତମ ଅନ୍ତର୍ଜାତୀୟ ଜୁନିଅର ବିଜ୍ଞାନ ଅଲିମ୍ପିଆଡ୍ । ଯାହା ଏଇ ନିକଟରେ ଉଦଯାପିତ ହୋଇଛି । ଆଉ ଏଥିରେ…

ପ୍ୟାରିସ ଅଲମ୍ପିକ୍ସ: କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ ଅମନ ସେରାଓ୍ବାତ

ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ । ପୁରୁଷ କୁସ୍ତି ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ଜିତିଲେ ରେସଲର ଅମନ ସେରାଓ୍ବାତ। ପୁର୍ତ୍ତୋରିକୋର ପ୍ରତିଯୋଗୀ ଡାରିଏନ୍ କ୍ରୁଜ୍ ଙ୍କୁ ସେ ୧୩-୫ରେ ପରାସ୍ତ କରିଛନ୍ତି । ଗୁରୁବାର ସେମି ଫାଇନାଲରେ ଅମନ, ଜାପାନ ପ୍ରତିଯୋଗୀ…

ପ୍ୟାରିସ ଅଲିମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ସୁଟର ସ୍ୱପ୍ନିଲ କୁସାଲେଙ୍କୁ ମିଳିଲା ବ୍ରୋଞ୍ଜ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ଆଜି ୬ଷ୍ଠ ଦିନରେ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ…

ରାଜ୍ୟଗୋଷ୍ଠୀରେ ଭାରତକୁ ଆଉ ଏକ ସଫଳତା; ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଗୁରୁରାଜା ପୂଜାରୀ

ଭାରତକୁ ଆଉ ଏକ ସଫଳତା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶକୁ ମିଳିଛି ଦ୍ୱିତୀୟ ପଦକ। ଗୁରୁରାଜା ପୂଜାରୀ ପୁରୁଷ ଭାରୋତ୍ତୋଳନର ୬୧ କିଲୋ ଭାରବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଗୁରୁରାଜା ସ୍ନାଚ୍‌ରେ ୧୧୮ ସ୍କୋର ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୫୮ ସ୍କୋର କରିଛନ୍ତି। ଅର୍ଥାତ୍‌ ସେ ମୋଟ ୨୬୯ ସ୍କୋର…