ବବିଙ୍କ ଭାଇ ଭବ ଦାସ ଗିରଫ ଘଟଣା: ଯାଜପୁର ଥାନାରେ ଅଭିଯୋଗକୁ ପ୍ରତ୍ୟାହାର କଲେ ଅଭିଯୋଗକାରୀ
ଯାଜପୁର : ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ଦାସ ଗିରଫ ଘଟଣା । ଯାଜପୁର ଥାନାରେ ଅଭିଯୋଗକୁ ପ୍ରତ୍ୟାହାର କଲେ ଅଭିଯୋଗକାରୀ ମଦନ ମୋହନ ନାୟକ । ମଦନଙ୍କ ଅଭିଯୋଗ ଆଧାରରେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଭବପ୍ରସାଦ ଦାସଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ଏହାପରେ ତାଙ୍କୁ ଗିରଫ କରିଥିଲା ।…