ବଡ ଭାଇକୁ ସାନ ଭାଇର ଗୁଳି ମାଡ
କେନ୍ୟୁଜ (ବ୍ୟୁରୋ ) : ସାନ ଭାଇର ଗୁଳିମାଡରେ ବଡ ଭାଇ ଗୁରୁତର | ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ କିଞ୍ଜିରିକେଲା ଥାନା ପାଟକିଯୋର ଗାଁରେ | ଘରୋଇ କଳହକୁ ନେଇ ଗୁଳି ମାଡ ହୋଇଥିବା ଜଣାଯାଇଛି | ଘରୋଇ କଳିରୁ ଉତକ୍ଷିପ୍ତ ହୋଇ ବଡ ଭାଇ ବାସୁଦେବ ସାହାଙ୍କୁ ସାନ ଭାଇ ଗୁଳି କରିଛି |…