Browsing Tag

brother in law

Murder: ରାଜଧାନୀରେ ବୀଭତ୍ସ ହତ୍ୟା, ଶୋଇବାକୁ ଜାଗା ନଦେବାରୁ ଭିଣୋଇକୁ ହତ୍ୟା କଲା ଶଳା

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ଭିଣୋଇକୁ ଅତି ନିର୍ମମ ହତ୍ୟା କଲା ଶଳା । ଶୋଇବାକୁ ଜାଗା ନ ଦେବାରୁ ଭିଣୋଇକୁ ହତ୍ୟା । ଠେଙ୍ଗାରେ ପିଟିପିଟି ଭିଣୋଇ ହତ୍ୟା । ଚନ୍ଦକା ଥାନା ପାଇକରାପୁର ଭୂତ ବଙ୍ଗଳାରେ ଭିଣୋଇ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ । ଶାଳକ ବ୍ରଜକିଶୋର ଭୋଇକୁ ଗିରଫ…

ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ତାଙ୍କ ଭିଣେଇଙ୍କ ହାତ ରହିଛି କହିଲେ ତୃଷ୍ଣା

ଭୁବନେଶ୍ୱର : ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ରାହୁଲଙ୍କ ପରିବାରଙ୍କ ସନ୍ଦେହରେ ଥିଲେ ତ୍ରିଷ୍ଣା । ଏବେ ତ୍ରିଷ୍ଣା ଖୋଲିଛନ୍ତି ରହସ୍ୟର ପେଡ଼ି । ରାହୁଲଙ୍କ ହତ୍ୟା ପଛରେ ତାଙ୍କ ଭେଣେଇ ବିକାଶଙ୍କ ହାତ ଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତ୍ରିଷ୍ଣା ଏହାସହ ଚାରିଟି…

ସ୍ତ୍ରୀଙ୍କ ମୁହଁରେ ସୁଧୀର ପାତ୍ରଙ୍କ ହତ୍ୟା ଘଟଣା, ଭାଉଜ ଓ ତାଙ୍କ ଭାଇଙ୍କୁ କଲେ ଦାୟୀ

ବ୍ରହ୍ମପୁର : ସ୍ତ୍ରୀଙ୍କ ମୁହଁରେ ଗୋପାଳପୁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣା । ଭାଉଜ ଓ ତାଙ୍କ ଭାଇଙ୍କୁ ଦାୟୀ କରି ମୁହଁ ଖୋଲିଲେ ପତ୍ନୀ ରଶ୍ମିତା । ଗତ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ପାତ୍ରଙ୍କୁ ଦୁର୍ବୃତ୍ତ ମାନେ ଅପହରଣ କରିବା ପରେ କିପରି ତାଙ୍କୁ ନିର୍ଯ୍ୟାତନା ଦେଇ ସେହି…

ଚିତ୍ରାମୁଣ୍ଡା ଗାଁରେ ହତ୍ୟା ଘଟଣାର ପର୍ଦ୍ଦାଫାସ: ପ୍ରେମ ନିବେଦନ କରି ଫେଲ ମାରିବାରୁ ଭାଇ ବୋହୂକୁ ହତ୍ୟା କରିଥିଲା…

କଣ୍ଟାବାଞ୍ଜି: ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁରେ ହତ୍ୟା ଘଟଣାର ପର୍ଦ୍ଦଫାସ । ପ୍ରେମ ନିବେଦନ କରି ଫେଲ ମାରିବାରୁ ଭାଇ ବୋହୂକୁ ହତ୍ୟା କରିଥିଲା ଦେଢ଼ଶୁର । ପ୍ରେସମିଟରେ ସୂଚନା ଦେଲେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରୟଣ ମାରାଣ୍ଡି । ଗତ ୨ ତାରିଖ ଦିନ ବଲାଙ୍ଗୀର ମୁରିବାହାଲ…

ଭିଣୋଇ ହେଲା ସଇତାନ: ମାସେ ଧରି ନାବାଳିକାଙ୍କୁ କରୁଥିଲେ ଦୁଷ୍କର୍ମ, ୩ ଦୁଷ୍କର୍ମକାରୀ ଗିରଫ

ଉଦଳା : ମାସେ ଧରି ନାବାଳିକାଙ୍କୁ ଦୁଷ୍କର୍ମ ।  ଗିରଫ ହେଲେ ୩ ଦୁଷ୍କର୍ମକାରୀ । ଭିଣୋଇ ହେଲା ସଇତାନ । ଘରକୁ ନେଇ ନାବାଳିକାଙ୍କୁ କରୁଥିଲା ଦୁଷ୍କର୍ମ । ଖୁଣ୍ଟା ଥାନା ଅଞ୍ଚଳର ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ନାବାଳିକାଙ୍କୁ ମାସେ ଧରି ୩ଜଣ ଅଭିଯୁକ୍ତ ଅଲଗା ଅଲଗା ସମୟରେ ଦୁଷ୍କର୍ମ…

ଅପହରଣର ୫ଘଣ୍ଟା ପରେ ଯୁବକ ଉଦ୍ଧାର, ଉଠାଇ ନେଇଥିଲେ ଶଳା

ନୟାଗଡ଼ : ଅପହରଣର ୫ଘଣ୍ଟା ପରେ ଯୁବକ ଉଦ୍ଧାର । ସାଙ୍ଗମାନଙ୍କ ସହ ମିଶି ଯୁବକଙ୍କୁ ଅପହରଣ କରିଥିଲେ ତାଙ୍କ ପତ୍ନୀଙ୍କ ଭାଇ । ମାଡ଼ ମାରି ଲହୁଲୁହାଣ ବି କରିଥିଲେ । ଅପହରଣର ୫ଘଣ୍ଟା ପରେ ଉଦ୍ଧାର କଲା ନୟାଗଡ଼ ଟାଉନ୍ ଥାନା ପୋଲିସ । ବିବାହକୁ କେନ୍ଦ୍ର କରି ଅପହରଣ ହୋଇଥିଲେ ଯୁବକ । ଏହି…

ଘରୋଇ କଳହର କରୁଣ ପରିଣତି, ଶଳାର ଛୁରା ମାଡ଼ରେ ଭିଣୋଇ ମୃତ

ବରଗଡ଼: ଘରୋଇ କଳହର କରୁଣ ପରିଣତି । ଭଉଣୀକୁ ମାଡ଼ ମାରୁଥିବା ଦେଖି ସହିପାରିଲାନି ଭାଇ । ଭିଣୋଇର ଛାତିରେ ମାରିଲା ଛୁରୀ । ଘଟଣାସ୍ଥଳରେ ଭିଣୋଇ ମୃତ । ବରଗଡ଼ ସହରର ୧୧ ନଂ ୱାର୍ଡ ମଙ୍ଗଳା ଝୁପୁଡ଼ିର ଅଭାବନୀୟ ଘଟଣା । ମୃତକ ହେଲେ ଶଙ୍କର ଦାସ । ସୂଚନା ଅନୁଯାୟୀ, ଗାଁର ଶଙ୍କର ଦାସ ତାଙ୍କ…

ଶଳାକୁ ହତ୍ୟା କଲା ଭିଣୋଇ, କେରଳରେ ଏକାଠି କରୁଥିଲେ କାମ

ମୋହନା (କେନ୍ୟୁଜ): କେରଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଶଳାକୁ ନିଜ ଭିଣୋଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ହେଲେ ମୋହନା ଥାନା ବିଜିପୁର ଗାଁର ଯୁବକ ଅଭୟ ବୀର। କେରଳ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଖବର ଅନୁଯାୟୀ, ଉଭୟ ଶଳା ଭିଣୋଇ କେରଳରେ ରହି…