Browsing Tag

brown sugar

ତିନି କୋଟି ଟଙ୍କାର ବ୍ରାଉନସୁଗର କାରବାର ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

ଭୁବନେଶ୍ୱର : ତିନି କୋଟି ଟଙ୍କାର ବ୍ରାଉନସୁଗର କାରବାର ।  ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ।  ସଜ୍ଜା ଶୁଣାଇଲେ ଭୁବନେଶ୍ୱର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।  ଅଭିଯୁକ୍ତ ସେକ ହାସିମ ବକ୍ସକୁ ୨୦ବର୍ଷ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ।  ଏକ ଲକ୍ଷ ଟଙ୍କା ଜୋରିମାନା ଅନାଦେୟ…

ବିପୁଳ ବ୍ରାଉନସୁଗର ଜବତ କଲା ସ୍ପେଶାଲ କ୍ରାଇମ୍ ୟୁନିଟ୍, ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା

ବାଲେଶ୍ବର : ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ଼ ବଜାରରୁ ବିପୁଳ ବ୍ରାଉନସୁଗର ଜବତ ହୋଇଛି । ନିଶା ବେପାରୀ ଶେଖ୍ ଆକବର ପାଖରୁ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ । Also…

ବ୍ରାଉନ ସୁଗର ବ୍ୟବସାୟୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ, ୧ ଲକ୍ଷ ଜରିମାନା ଲଗାଇଲେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍

ଭୁବନେଶ୍ବର: ବ୍ରାଉନ ସୁଗର ବ୍ୟବସାୟୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ଏଥିସହ ଏକ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ । ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ ବ୍ରାଉନସୁଗାର ବ୍ୟବସାୟୀ ଚିତ୍ତରଞ୍ଜନ ସାହୁ ଓରଫ ମଧୁକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅନାଦାୟ ଆଉ ଏକ ବର୍ଷ ସଶ୍ରମ…

୧୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କଟକ : ୧୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ସହ ଜଣେ ଗିରଫ। କଟକ ସି ଆର୍ ଆର୍ ଆଇ ଥାନା ନେହେରୁପଲ୍ଲୀ ବଡ ସାହି ଅଞ୍ଚଳର ସୌମ୍ୟ ରଞ୍ଜନ ଦାସକୁ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ତା ନିକଟରୁ ୧୭୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି ।  ନିଶା ଦ୍ରବ୍ୟ କାରବାର…

ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳାଜହର କାରବାର ।  ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।  ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ।  ୩ ମୋଟର ସାଇକେଲ ସହ ୩ହଜାର ଟଙ୍କା ଜବତ।  ୫ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ନାଁରେ ୨ ଟି ମାମଲା…

ଧଳା ଚିନି ନୁହେଁ ବ୍ୟବହାର କରନ୍ତୁ ବ୍ରାଉନ ଚିନି, ଓଜନ ନିୟନ୍ତ୍ରଣ ରହିବା ସହ କୋଷ୍ଠକାଠିନ୍ୟ କଷ୍ଟରୁ ଦେବ ମୁକ୍ତି

ପ୍ରତ୍ୟେକଙ୍କ ଘରେ ଧଳା ଚିନି ଅଧିକ ବ୍ୟବହୃତ ହୁଏ। କିନ୍ତୁ ଏହା ବ୍ରାଉନ୍ ସୁଗାର ଅପେକ୍ଷା ଅଧିକ ଲାଭଦାୟକ ନୁହେଁ। ଏପରିକି ମଧୁମେହ ରୋଗୀଙ୍କୁ ମଧ୍ୟ ଚିନିର ବ୍ୟବହାରକୁ ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି। ଧଳା ଚିନି ବିଶୋଧିତ ହୋଇଥାଏ ଯାହା ମୋଟାପଣ, ହୃଦ ରୋଗ, ଟାଇପ୍-୨ ମଧୁମେହ, ଯକୃତ…

ବ୍ରାଉନ୍ ସୁଗାର କିମ୍ବା ମହୁ! କେଉଁଟି ଓଜନ ହ୍ରାସ ପାଇଁ ଅଧିକ ଲାଭଦାୟକ?

ଆଜିର ସମୟରେ ୱେଟ୍ ଲସ୍ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏକ ହେଲ୍ଦି ଡାଏଟ୍ ପ୍ଲାନ୍ ଏବଂ ସଠିକ୍ ଫୁଡ୍ ଅପ୍ସନ ବାଛିବା ପାଇଁ ଲୋକମାନେ ସୁଗାର ଇନଟେକ୍ କମ୍ କରିବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତିରେ ଦୁଇଟି ଅପ୍ସନ୍ ଅଛି ଯାହା ପ୍ରାୟତଃ ଆଲୋଚନା କରାଯାଇଥାଏ, ସେଗୁଡ଼ିକ ହେଉଛି…

ବ୍ରାଉନସୁଗର ଜବତ, ଚଢ଼ାଉ ବେଳେ ଅବକାରୀ ଟିମ୍ ହଟହଟା

ବାଲେଶ୍ବର : ଚଢ଼ାଉ ବେଳେ ଅବକାରୀ ଟିମ୍ ହଟହଟା ।  ମହିଳାଙ୍କୁ ଗିରଫ କରି ନେଲା ବେଳେ ଗାଡିର ଚାବି ଛଡ଼ାଇ ନେଲେ ଲୋକ। ବାଲେଶ୍ବର ଜିଲ୍ଲା କମର୍ଦ୍ଦା ବଜାରରେ ବ୍ରାଉନସୁଗର ଜବତ କରିବାକୁ ଆସିଥିଲେ ଅବକାରୀ ସାଟେଲାଇଟ୍ ଟିମ୍ ।  ସେଠାରେ ବ୍ରାଉନସୁଗର ଜବତ ସହ ମହିଳାଙ୍କୁ ଗିରଫ କରିଥିଲେ ।…

ପିପିଲି ରୁ ଜବତ ହେଲା ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ

ପିପିଲି : ପିପିଲି ରୁ ରାଉଲକେଲା ଲମ୍ବିଛି ଧଳା ଜହରର କାରବାର !  ପିପିଲି ରୁ ଜବତ ହେଲା ୪୦ ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ।  ୩ ଅଟକ ସମେତ ଏକ କାର ଜବତ । ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲା ଅଂଚଳ ର ବୋଲି ସୂଚନା । ଗୁଇନ୍ଦା ସୂଚନା ଅନୁସାରେ…

ବ୍ରାଉନସୁଗର ମାଫିଆଙ୍କ ଘରେ ରେଡ୍: ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା

 ଭଦ୍ରକ: ବ୍ରାଉନସୁଗର ମାଫିଆଙ୍କ ଘରେ ରେଡ୍ । ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା ।  ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା । ତେଣୁ ଟଙ୍କା ଗଣିବା ପାଇଁ ମେସିନ୍ ଆଣିବାକୁ ପଡ଼ିଥିଲା । ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଏହି ଘଟଣାରେ ଭଦ୍ରକ…

ରାଜଧାନୀରେ ବ୍ୟାପୁଛି ବ୍ରାଉନ ସୁଗର ରାକେଟ, ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ

ଅୟସ ଜୀବନ ବିତାଇବା ପାଇଁ କରୁଛନ୍ତି ନିଶା କାରବାର । ଅଧିକ ଟଙ୍କା ପାଇଁ ଅପରାଧ କରିବାକୁ ପଛାଉ ନାହାନ୍ତି । ନିଜ ଜୀବନ ସହ ଖେଳି ଇଞ୍ଜିନୟର ଛାତ୍ରଛାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ । ଏତେ ପାଠ ପଢ଼ି ଶେଷକୁ ବନି ଯାଉଛନ୍ତି ଅପରାଧୀ । କେବଳ ଅଧିକ ଟଙ୍କା ରୋଜଗାରର ଲୋଭରେ କରୁଛନ୍ତି ଏମିତି…

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି ବେଧଡକ ଧଳା ଜହର କାରବାର ? ଏଠି ପୋଲିସ ଓ ଅବକାରୀ ବିଭାଗ କଣ ପାଇଁ ପୂରା ଫେଲ? ପଶ୍ଚିମବଙ୍ଗରୁ ଭାୟା ଜଳେଶ୍ବର ଦେଇ ସିଧାସଳଖ ଖୋର୍ଦ୍ଧାରେ ପଶୁଛି ଏହି ମାରାତ୍ମକ…