Browsing Tag

brown sugar dealer

କ୍ରାଇମବ୍ରାଞ୍ଚ STF ହାତରେ ବ୍ରାଉନସୁଗାର ବେପାରୀ, ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STF ହାତରେ ବ୍ରାଉନ ସୁଗାର ବେପାରୀ । ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ୨୫ ରୁ ୩୦ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି। ଏଥିରେ ଜ୍ୟୋତି ସାମନ୍ତ ରାୟ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି STF ।  ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ…