Browsing Tag

brown sugar seized

ବ୍ରାଉନସୁଗର ସହ ଗୋଟିଏ ବାଇକ ଜବତ, ଅଭିଯୁକ୍ତ ଗିରଫ

ଅନୁଗୋଳ : ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା | ଅନୁଗୋଳ ଥାନା କୁକୁଡାଙ୍ଗ ପାର୍କ ନିକଟରୁ ୬୦ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ବାଇକ ଜବତ କରିଛି ପୋଲିସ | ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ | ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୬,୩୦,୦୦୦ ଟଙ୍କା ହେବ ବୋଲି ଜଣାପଡିଛି |…

କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୧ କେଜି ୮୦ ଗ୍ରାମ ଡ୍ରଗ୍ସ ସହ ଜଣେ ଗିରଫ

କେନ୍ଦୁଝର (କେନ୍ୟୁଜ): ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ। ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍ । କେନ୍ଦୁଝର ଜିଲ୍ଲା ଯୋଡ଼ିଆ ଘାଟି NH କଡରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଅଭିଯୁକ୍ତ…

ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ । ଦୁଇ ଅଭିଯୁକ୍ତ ଗିରଫ । ଏକ ପିକଅପ ବୋଲେରୋରେ ଅଭିଯୁକ୍ତ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ବ୍ରାଉନସୁଗର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ ମାଛ ବେପାର ଜରିଆରେ ପାଉଡର ଡିଲ କରୁଥିଲେ ।…

କଟକରୁ ପୁଣି ଜବତ ହେଲା ଧଳା ଜହର, ଦୁଇ ଅଭିଯୁକ୍ତ ଗିରଫ

କଟକରୁ ପୁଣି ଜବତ ହେଲା ଧଳା ଜହର। ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଜଗତପୁର ଥାନା ପୋଲିସ। ଦୁଇ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଲୋକନାଥ ରାଉଳ ଓ ଗୌତମ ରଣସିଂ । ଜଗତପୂର ଟ୍ରକ୍ ଟର୍ମିନାଲ ଭିତରେ ଚାଲିଥିଲା କାରବାର। ବିଶେଷ ସୂତ୍ରରୁ ଖବର ପାଇ ମାଡି ବସିଲା ପୁଲିସ। ଏ ସମ୍ପର୍କରେ…

ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ : ଭଦ୍ରକ ଅବକାରୀ ବିଭାଗ ର ସ୍‌ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଛକ ନିକଟରେ ଗୋଟିଏ ହିରୋହୋଣ୍ଡା ପେସନପ୍ଲସ ମୋଟର ସାଇକେଲ ରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି l ସେମାନେ ହେଲେ ଆନନ୍ଦପୁର…

ରାଜଧାନୀରୁ ୧ କୋଟିର ବ୍ରାଉନ୍‌ସୁଗାର ଜବତ, ସରକାରୀ କ୍ୱାର୍ଟରରେ ଥିଲା ଧଳାଜହର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ୟୁନିଟ -୮ ଅଞ୍ଚଳରୁ ବ୍ରାଉନସୁଗର ବେପାରୀ ଗିରଫ । ଚିତ୍ତରଞ୍ଜନ ସାହୁକୁ ଗିରଫ କଲା ଏସ୍‌ଟିଏଫ୍‌। ତା ନିକଟରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ମୋଟରସାଇକେଲ ଜବତ ହୋଇଛି। କମିସନରେଟ ପୋଲିସ ସହାୟତାରେ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଛି ।…

ବ୍ରହ୍ମଗିରିରେ ଅବକାରୀ ବିଭାଗର ଚଢ଼ାଉ: ୮୫ ଗ୍ରାମ ଧଳା ଜହର ଜବତ, ଜଣେ ଗିରଫ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ବ୍ରହ୍ମଗିରିରୁ ଧଳା ଜହର ଜବତ। ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ପୁରୀ ଅବକାରୀ ଅଧିକ୍ଷକ  ଜଗଦୀଶ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ନିରୀକ୍ଷିକା ସଦର ରେଞ୍ଜ ମାନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ…

ଖୋର୍ଦ୍ଧାରେ ପୁଣି ୫୧ ଗ୍ରାମ ଧଳାଜହର ସହ ଗୋଟିଏ କାର ଜବତ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧାରେ ପୁଣି ଜବତ ହେଲା ଧଳାଜହର । ଗିରଫ ହେଲେ ଦମ୍ପତି ବ୍ୟବସାୟୀ । ଆଦର୍ଶ ଥାନା ପୋଲିସ ପକ୍ଷରୁ ବରୁଣେଇ ଯିବା ରୋଡ୍‌ରେ ଚଢ଼ାଉ କରି ୫୧ଗ୍ରାମ ଧଳାଜହର ଜବତ ହୋଇଛି । ଏଥିସହ ନଗଦ ୧୧ ହଜାର ଟଙ୍କା, ଗୋଟିଏ କାର ଜବତ ହୋଇଛି । ଗିରଫ ଦମ୍ପତି ମଠସାହି ଅଂଚଳର…

ଫିଲ୍ମଷ୍ଟାଇଲରେ କିଙ୍ଗପିନ୍‌ ସମେତ ୩ଜଣ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ, ୮୦ ଲକ୍ଷର ଟଙ୍କାର ଧଳାଜହର ଜବତ

ଜଳେଶ୍ୱର(କେନ୍ୟୁଜ୍): ଗ୍ରାହକ ସାଜିଲେ, ଗିରଫ କଲେ। ୮୦ ଲକ୍ଷର ଟଙ୍କାର ଧଳାଜହର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରୁ ୮୦୦ ଗ୍ରାମର ଧଳାଜହର ଜବତ କରିଛି ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ଜଳେଶ୍ୱର ଥାନା ଅଞ୍ଚଳରେ ୨ଦିନ ଡେରାପକାଇବା ପରେ…

ଭୁବନେଶ୍ୱରରୁ କୋଟିଏ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ଘଟଣା, ଫେରାର ଆସାମୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କଲା…

ଭୁବନେଶ୍ୱର(କେନ୍ୟୁଜ୍): ପାର୍ବଣରେ STFର ସ୍ପେଶାଲ ଡ୍ରାଇଭକୁ ସଫଳତା । ଭୁବନେଶ୍ୱରରୁ କୋଟିଏ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ଘଟଣାରେ ଫେରାର ଆସାମୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କଲା STF । ଗତକାଲି ଜଣେ ଡିପ୍ଲୋମା ଛାତ୍ରକୁ ଗିରଫ କରାଯାଇଥିଲା । ଡିଲ୍‌ ଚାଲିଥିବା ବେଳେ ଧରିଥିଲା…

ଦଶହରା ପୂର୍ବରୁ ଏସ୍‌ଟିଏଫ୍‌କୁ ସଫଳତା, ରାଜଧାନୀରୁ ଜବତ ୧ କେଜି ୧୫୦ ଗ୍ରାମର ବ୍ରାଉନସୁଗାର

ଭୁବନେଶ୍ବର (କେନ୍ୟୁଜ): ଖୋର୍ଦ୍ଧା ଟାଉନ ପୋଲିସ ଥାନା ଅଧୀନ ହଳଦୀପଡିଆ ବସ୍ତିରୁ ୧ କେଜି ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍। ଏଥିସହ ବ୍ରାଉନସୁଗାର ବେପାରୀ ସିଦ୍ଧାର୍ଥ ନାୟକଙ୍କୁ ଏସଟିଏଫ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୧ ଲକ୍ଷ ୫୦ ହଜାର…

ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ: ମାଷ୍ଟରମାଇଣ୍ଡ ଫେରାର, ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର। ଭୁବନେଶ୍ୱରରୁ ଏକ କେଜି ୫୦ ଗ୍ରାମ୍‌ର ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଫେରାର ଥିବା ବେଳେ ଉମେଶ ବେହେରାଙ୍କୁ ଗିରଫ କରାଯାଇଛି।…