Browsing Tag

brown sugar seized

କୋଟିଏ ୩୦ ଲକ୍ଷର ବ୍ରାଉନସୁଗର ଜବତ କଲା STF, ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): କୋଟିଏ ୩୦ ଲକ୍ଷର ବ୍ରାଉନସୁଗର ଜବତ, ଜଣେ ଗିରଫ । STF କବ୍‌ଜାରେ ବ୍ରାଉନସୁଗର ବେପାରୀ । ୧୩୮୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। ଗିରଫ ବେପାରୀ ହେଲେ ଏସ.କେ ରଫିକ୍‌ ଓରଫ ରୁଗା । ବାଲେଶ୍ୱର ପୋଲିସ ସହାୟତାରେ ବାଲେଶ୍ୱର ଅରଡ ବଜାର ସ୍ଥିତ ମସଜିଦ ଗଳିରୁ ଜବତ କଲା…

ପୁରୀରୁ ୨୬୭ ଗ୍ରାମ ବ୍ରାଉନସୁଗର ଜବତ: ୩ ଯୋଗାଣକାରୀଙ୍କ ସହିତ ୫ ମହିଳା ଗିରଫ

ପୁରୀ(କେନ୍ୟୁଜ୍): ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ଵାଡକୁ ବଡ ସଫଳତା। ୨୬୭ ଗ୍ରାମ ବ୍ରାଉନସୁଗର ଜବତ । ୩ ଜଣ ବ୍ରାଉନସୁଗର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୬ଲକ୍ଷ ମୂଲ୍ୟର ୨୬୫ ଗ୍ରାମ ବ୍ରାଉନ୍‌ସୁଗର,୩୫…

ରାଜଧାନୀରୁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ: ଡିଲ୍‌ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF ଟିମ, ୩…

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ ୨ କୋଟିରୁ ଅଧିକ ବ୍ରାଉନସୁଗାର ଜବତ। ଏମ୍‌ସ ନିକଟରେ ଡିଲ୍‌ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF। ୨ କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ।…

ରାଜଧାନୀରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ: ହାଇୱାର ସିକ୍ରେଟ୍‌ ଚାମ୍ବରରେ ହେଉଥିଲା ଚାଲାଣ, ଜଣେ ଗିରଫ

ଭୁବନେଶ୍ବର(କେନ୍ୟୁଜ୍‌):ହାଇୱାର ସିକ୍ରେଟ୍‌ ଚାମ୍ବରରେ ଚାଲାଣ ହେଉଥିଲା ଗଞ୍ଜେଇ। ରାଜଧାନୀରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ। ଗଞ୍ଜେଇ ଜବତ ଘଟଣାରେ ଜଣଙ୍କୁ ଗିରଫ କଲା STF । ଗିରଫ ବ୍ୟକ୍ତି ଜଣକ ହେଲେ ରାଜେଶ ସିଂ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ୱର…

ପୋଲିସ ଓ ଡାକ୍ତରର ମିଛ ପରିଚୟ ଦେଇ ରାଜଧାନୀରେ ଚାଲିଥିଲା ନିଶା କାରବାର, ବର୍ଷକ ଭିତରେ ଗିରଫ ହେଲେଣି ୧୪୬ ଅଭିଯୁକ୍ତ

ଭୁବନେଶ୍ବର(କେନ୍ୟୁଜ୍‌): ବହୁରୂପୀ ବ୍ରାଉନସୁଗର ବେପାରୀ । ନିଜକୁ ପୋଲିସ ଓ ଡାକ୍ତରର ଦେଉଥିଲେ ପରିଚୟ। ଚଳାଇଥିଲେ ଧଳା ଜହରର କାରବାର । କପିଳ ଦେବ ମଜୁମଦାର ଓ ରଶ୍ମି ରଞ୍ଜନ ଭୋଳ । ବ୍ରାଉନସୁଗର ବେପାର ପାଇଁ ନକଲି ପୋଲିସ ସାଜିଥିଲା ରଶ୍ମି ଓ ନକଲି ଡାକ୍ତର ପାଲଟିଥିଲା କପିଳ । ଭୁବନେଶ୍ୱର…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ କୁଖ୍ୟାତ ବେପାରୀ ଏସଟିଏଫ୍‌ ଦ୍ବାରା ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍‌ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ…

ବ୍ରାଉନ ସୁଗର ବିକ୍ରି କରୁଥିବା ମହିଳାଙ୍କୁ ରାସ୍ତା ଉପରେ ନିର୍ଦ୍ଧୁମ ଛେଚିଲେ ମହିଳା

ସୁନ୍ଦରଗଡ(କେନ୍ୟୁଜ୍‌): ବ୍ରାଉନ ସୁଗର ବିକୁଥିବା ମହିଳାଙ୍କୁ ଧରିଲେ ମହିଳା । ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଲେ। ସୁନ୍ଦରଗଡ ଜିଲ୍ଲା ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ତାଙ୍କୁ ଧରିବା ସହ ମାଡ ମାରିଥିଲେ। ପରେ ଟାଉନ…

ପୁରୀରେ ଧଳାଜହର ର‍୍ୟାକେଟର ପର୍ଦ୍ଦାଫାସ୍: ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ବ୍ରାଉନସୁଗର ଜବତ

ପୁରୀ(କେନ୍ୟୁଜ୍‌): ପୁରୀରେ ଧଳାଜହର ର‍୍ୟାକେଟର ପର୍ଦ୍ଦାଫାସ । ୩ କେଜି ୧୯୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୩ କୋଟି ଟଙ୍କା ହେବ । ମଙ୍ଗଳାଘାଟ ଛକରୁ ବ୍ରାଉନସୁଗର ଚାଲାଣ ବେଳେ ଚଢ଼ାଉ କରି ଜବତ କରିଛି ବାସେଳିସାହି ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପୋଲିସ…

ପୁରୀ ବାସେଳୀ ସାହି ଥାନା ପୋଲିସର ସଫଳତା: ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ୪ ଗିରଫ

ପୁରୀ (କେନ୍ୟୁଜ): ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ୪ ଗିରଫ । ପୁରୀ ବାସେଳୀ ସାହି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗନ୍ନାଥ ବସ୍ତିର ଦୁଇଭାଇ ରାଜା ସିଙ୍ଗ ଓ ଚନ୍ଦନ ସିଙ୍ଗ, ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର ଗୁଡୁ ନାୟକ ଏବଂ ଯାଜପୁର ସପନପୁର ଗାଁର…

ସାଲିଆ ସାହି ବସ୍ତିରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର(କେନ୍ୟୁଜ): ସାଲିଆ ସାହି ବସ୍ତିରେ ବ୍ରାଉନ ସୁଗର ଜବତ । ଜଣେ ଗିରଫ । ଫ୍ଲାଇଂ ସ୍କ୍ଵାଡର ୨୦ ଜଣିଆ ଟିମ ସାଲିଆ ସାହିରେ ଚଢ଼ାଉ କରିଥିଲା । ଦୀର୍ଘ ଦିନ ଧରି ରାଜୀବ ପଣ୍ଡା ବ୍ରାଉନ ସୁଗର ବେପାର କରୁଥିଲା । ଆଜି ରାଜୀବ ପଣ୍ଡା ପାଖକୁ ଜଣେ ବ୍ରାଉନ ସୁଗର ବେପାରୀ ଆସିଥିଲା । ତାକୁ…

ପଟ୍ଟାମୁଣ୍ଡାଇ ହର ପାର୍ବତୀ ମନ୍ଦିର ନିକଟରେ ପୋଲିସର ଚଢାଉ,  ଧଳା ଜହର ଜବତ ସହ ୬ ଗିରଫ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ଧଳା ଜହର ଜବତ ସହ ୬ ଗିରଫ । କେନ୍ଦ୍ରାପଡ଼ା ଏସପିଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ହର ପାର୍ବତୀ ମନ୍ଦିର ନିକଟରୁ ୬ଜଣ ବ୍ରାଉନ ସୁଗର ବ୍ୟବସାୟୀଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଞ୍ଚଳରୁ ୫ଗ୍ରାମ ୧୨୦ମିଲିଗ୍ରାମ ବ୍ରାଉନ ସୁଗର, ୨୩ ହଜାର ଟଙ୍କା,…