ମହଙ୍ଗା ପଡ଼ିଲା ନିଶା ବେପାର: ସୁନ୍ଦର ଚେହେରା ଦେଖାଇ ଧଳାଜହର ବିକୁଥିଲେ ୨ ଯୁବତୀ
ଭୁବନେଶ୍ୱର (କେନ୍ୟୁଜ): ୨ ମହିଳା ବ୍ରାଉନସୁଗର ବେପାରୀ ଗିରଫ । ୨ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଗିରଫ ୨ ମହିଳା ହେଲେ କୋଣାର୍କ ଅଞ୍ଚଳର ୨୩ ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ବସ୍ତା ଅଞ୍ଚଳର ୩୦ ବର୍ଷୀୟ କରିଶ୍ମା ରାଉତ । ଉଭୟଙ୍କ…