Browsing Tag

brown sugar

୧୪୦ ଗ୍ରାମ ବ୍ରାଉନସୁଗାର ଧରି ସ୍କୁଟିରେ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ, ଦୁଇ ଗିରଫ

ଅନୁଗୋଳ(କେନ୍ୟୁଜ୍):ଅନୁଗୋଳ ଅବକାରୀ ବିଭାଗକୁ ବଡ ସଫଳତା। ଧଳା ଯହର କାରବାରରେ ଦୁଇ ଗିରଫ।୧୪୦ ଗ୍ରାମ ବ୍ରାଉନସୁଗାର ଧରି ସ୍କୁଟିରେ ଯାଉଥିବା ବେଳେ ଝାମ୍ପିଲା ଅବକାରୀ ଟିମ। ଗିରଫ ମାନେ ନାଲକୋ ଅଞ୍ଚଳର।ନାଲକୋରୁ ତାଳଚେର ଆଡ଼କୁ ଯାଉଥିବା ବେଳେ ଅବକାରୀ ଟିମ ଖବର ପାଇ ସନ୍ଦେହ ହେବାରୁ ସ୍କୁଟି…

କୋଟିଏ ୩୦ ଲକ୍ଷର ବ୍ରାଉନସୁଗର ଜବତ କଲା STF, ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): କୋଟିଏ ୩୦ ଲକ୍ଷର ବ୍ରାଉନସୁଗର ଜବତ, ଜଣେ ଗିରଫ । STF କବ୍‌ଜାରେ ବ୍ରାଉନସୁଗର ବେପାରୀ । ୧୩୮୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। ଗିରଫ ବେପାରୀ ହେଲେ ଏସ.କେ ରଫିକ୍‌ ଓରଫ ରୁଗା । ବାଲେଶ୍ୱର ପୋଲିସ ସହାୟତାରେ ବାଲେଶ୍ୱର ଅରଡ ବଜାର ସ୍ଥିତ ମସଜିଦ ଗଳିରୁ ଜବତ କଲା…

ଗଞ୍ଜେଇ, ଚରସ, ଅଫିମ କେମିତି ପ୍ରସ୍ତୁତ ହୋଇଥାଏ ଜାଣନ୍ତି କି ….

ନିଶା କାହିଁକି କରେ ମଣିଷ ? ଏହାର ଉତ୍ତର ଡାକ୍ତରୀ ପାଠରେ କି ମନୋବିଜ୍ଞାନୀଙ୍କ ପାଖରେ ଥାଇ ପାରେ ହେଲେ ଏକଥା ସ୍ପଷ୍ଟ ଯେ କିଛି ଲୋକ କେବଳ ସଉକରେ ନିଶା ଖାଇଥାନ୍ତି । ଆଉ କିଛି ଏହାର କବଳରେ ପଡ଼ି ଯାଆନ୍ତି । ତେବେ ଆଜି ଜାଣିବା ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଆସେ କେଉଁଠୁ । ସେ ଟେଲିଭିଜନ…

ପୁରୀରୁ ୨୬୭ ଗ୍ରାମ ବ୍ରାଉନସୁଗର ଜବତ: ୩ ଯୋଗାଣକାରୀଙ୍କ ସହିତ ୫ ମହିଳା ଗିରଫ

ପୁରୀ(କେନ୍ୟୁଜ୍): ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ଵାଡକୁ ବଡ ସଫଳତା। ୨୬୭ ଗ୍ରାମ ବ୍ରାଉନସୁଗର ଜବତ । ୩ ଜଣ ବ୍ରାଉନସୁଗର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୬ଲକ୍ଷ ମୂଲ୍ୟର ୨୬୫ ଗ୍ରାମ ବ୍ରାଉନ୍‌ସୁଗର,୩୫…

ସରକାରୀ ଜାଗାରେ ଘର କରି ବ୍ରାଉନ୍ ସୁଗାର ବିକିବା ପଡ଼ିଲା ମହଙ୍ଗା: ବେପାରୀଙ୍କ ଘର ଭାଙ୍ଗିଲା ବିଡ଼ିଏ ଓ କମିଶନରେଟ୍…

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଜାଗାରେ ଘର କରି ବ୍ରାଉନ୍ ସୁଗାର ବିକିବା ପଡ଼ିଲା ମହଙ୍ଗା । କଳାରାହାଙ୍ଗର କୃଷ୍ଣଚନ୍ଦ୍ର ନାଥଙ୍କ ଦୋକାନ ଘରେ ଚଢ଼ିଲା ବୋଲଡ୍ରୋଜର । ଆଗରୁ ଡ୍ରଗ୍ସ ବେପାର ରେ ବହୁ ବାର ଗିରଫ ହୋଇଛି କୃଷ୍ଣଚନ୍ଦ୍ର । ତା ନା ରେ ଅଛି ୬ ଟି କେସ । ମଞ୍ଚେଶର ଥାନା ରେ ୩ ଟି,…

ରାଜଧାନୀରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ: ହାଇୱାର ସିକ୍ରେଟ୍‌ ଚାମ୍ବରରେ ହେଉଥିଲା ଚାଲାଣ, ଜଣେ ଗିରଫ

ଭୁବନେଶ୍ବର(କେନ୍ୟୁଜ୍‌):ହାଇୱାର ସିକ୍ରେଟ୍‌ ଚାମ୍ବରରେ ଚାଲାଣ ହେଉଥିଲା ଗଞ୍ଜେଇ। ରାଜଧାନୀରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ। ଗଞ୍ଜେଇ ଜବତ ଘଟଣାରେ ଜଣଙ୍କୁ ଗିରଫ କଲା STF । ଗିରଫ ବ୍ୟକ୍ତି ଜଣକ ହେଲେ ରାଜେଶ ସିଂ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ୱର…

ପୋଲିସ ଓ ଡାକ୍ତରର ମିଛ ପରିଚୟ ଦେଇ ରାଜଧାନୀରେ ଚାଲିଥିଲା ନିଶା କାରବାର, ବର୍ଷକ ଭିତରେ ଗିରଫ ହେଲେଣି ୧୪୬ ଅଭିଯୁକ୍ତ

ଭୁବନେଶ୍ବର(କେନ୍ୟୁଜ୍‌): ବହୁରୂପୀ ବ୍ରାଉନସୁଗର ବେପାରୀ । ନିଜକୁ ପୋଲିସ ଓ ଡାକ୍ତରର ଦେଉଥିଲେ ପରିଚୟ। ଚଳାଇଥିଲେ ଧଳା ଜହରର କାରବାର । କପିଳ ଦେବ ମଜୁମଦାର ଓ ରଶ୍ମି ରଞ୍ଜନ ଭୋଳ । ବ୍ରାଉନସୁଗର ବେପାର ପାଇଁ ନକଲି ପୋଲିସ ସାଜିଥିଲା ରଶ୍ମି ଓ ନକଲି ଡାକ୍ତର ପାଲଟିଥିଲା କପିଳ । ଭୁବନେଶ୍ୱର…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ କୁଖ୍ୟାତ ବେପାରୀ ଏସଟିଏଫ୍‌ ଦ୍ବାରା ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍‌ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ…

ବ୍ରାଉନ ସୁଗର ବିକ୍ରି କରୁଥିବା ମହିଳାଙ୍କୁ ରାସ୍ତା ଉପରେ ନିର୍ଦ୍ଧୁମ ଛେଚିଲେ ମହିଳା

ସୁନ୍ଦରଗଡ(କେନ୍ୟୁଜ୍‌): ବ୍ରାଉନ ସୁଗର ବିକୁଥିବା ମହିଳାଙ୍କୁ ଧରିଲେ ମହିଳା । ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଲେ। ସୁନ୍ଦରଗଡ ଜିଲ୍ଲା ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ତାଙ୍କୁ ଧରିବା ସହ ମାଡ ମାରିଥିଲେ। ପରେ ଟାଉନ…

ପୁରୀରେ ଧଳାଜହର ର‍୍ୟାକେଟର ପର୍ଦ୍ଦାଫାସ୍: ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ବ୍ରାଉନସୁଗର ଜବତ

ପୁରୀ(କେନ୍ୟୁଜ୍‌): ପୁରୀରେ ଧଳାଜହର ର‍୍ୟାକେଟର ପର୍ଦ୍ଦାଫାସ । ୩ କେଜି ୧୯୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୩ କୋଟି ଟଙ୍କା ହେବ । ମଙ୍ଗଳାଘାଟ ଛକରୁ ବ୍ରାଉନସୁଗର ଚାଲାଣ ବେଳେ ଚଢ଼ାଉ କରି ଜବତ କରିଛି ବାସେଳିସାହି ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପୋଲିସ…

ପୁରୀ ବାସେଳୀ ସାହି ଥାନା ପୋଲିସର ସଫଳତା: ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ୪ ଗିରଫ

ପୁରୀ (କେନ୍ୟୁଜ): ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ୪ ଗିରଫ । ପୁରୀ ବାସେଳୀ ସାହି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗନ୍ନାଥ ବସ୍ତିର ଦୁଇଭାଇ ରାଜା ସିଙ୍ଗ ଓ ଚନ୍ଦନ ସିଙ୍ଗ, ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର ଗୁଡୁ ନାୟକ ଏବଂ ଯାଜପୁର ସପନପୁର ଗାଁର…

ବହୁଚର୍ଚ୍ଚିତ ବ୍ରାଉନସୁଗର ବେପାରୀ ମିକିକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ(କେନ୍ଯୁଜ୍): ବହୁଚର୍ଚ୍ଚିତ ବ୍ରାଉନସୁଗର ବେପାରୀ ମିକିକୁ ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରାଉନସୁଗାର ବେପାରୀ ମନୋରଞ୍ଜନ ସାହୁ ଓରଫ ମିକିର ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତ ମୂଳକ ଜାମିନ ମଂଜୁର କରିଛନ୍ତି।…