ଜଳେଶ୍ୱରରୁ ଆସୁଥିଲା ୩୭ଲକ୍ଷ ଟଙ୍କାର ବ୍ରାଉନସୁଗର, ତିନି ଜଣଙ୍କୁ ଗିରଫ କଲା ସ୍ପେଶାଲ କ୍ରାଇମ୍
ଭୁବନେଶ୍ୱର : ଜଳେଶ୍ୱରରୁ ଆସୁଥିଲା ବ୍ରାଉନସୁଗର। ରାଜଧାନୀକୁ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଜଳେଶ୍ବରର କୁଖ୍ୟାତ ବ୍ରାଉନସୁଗର ବେପାରୀ ଗିରଫ। ତିନି ଜଣଙ୍କୁ ଗିରଫ କଲା ସ୍ପେଶାଲ କ୍ରାଇମ୍ ୟୁନିଟ। ଅଭିଯୁକ୍ତଙ୍କ ଠାରୁ ୩୭ଲକ୍ଷ ଟଙ୍କାର ୩୭୦ଗ୍ରାମ…