Browsing Tag

brownsugar seized

ବ୍ରାଉନସୁଗର ବେପାରୀ ଗିରଫ, ୪୧ ଗ୍ରାମ ବ୍ରାଉନସୁଗର ଜବତ

ଅନୁଗୋଳ : ଅନୁଗୋଳ ଅବକାରୀ ବିଭାଗ ହାତରେ ବ୍ରାଉନସୁଗର ବେପାରୀ | ବ୍ରାଉନସୁଗର ଧରି ଛିଡା ହୋଇଥିବା ବେଳେ ଝାମ୍ପ ମାରିଲା ଅବକାରୀ ଟିମ | ଅନୁଗୋଳ ଜିଲ୍ଲା ତାଳଚେର ଟାଉନ ଅରା ସାହି ନିକଟରୁ ୪୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ | ଜବତ ବ୍ରାଉନ ସୁଗରର ମୂଲ୍ୟ ୪…

ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ: ୨ ଅଭିଯୁକ୍ତ ଗିରଫ

ପିପିଲି (କେନ୍ୟୁଜ): ପିପିଲି ନିକଟରୁ ୧ କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏ ୮ ଲକ୍ଷ୍ୟ ଟଙ୍କା ହେବ। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍। ଗତକାଲି ସନ୍ଧ୍ୟା ବେଳେ ରାଜଧାନୀ ଉପକଣ୍ଠ ଉତ୍ତରାର ଏକ କଲେଜ ନିକଟରୁ…

ପୁଣି ଚମକାଇଦେଲା ବାଲେଶ୍ବର ପୋଲିସ: ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

ବାଲେଶ୍ବର(କେନ୍ୟୁଜ୍): ରେକର୍ଡ ପରିମାଣର ବ୍ରାଉନ ସୁଗର ଜବତ କରି ଚକ୍କିତ କଲା ବାଲେଶ୍ଵର ପୋଲିସ । ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକଙ୍କ ତତ୍ତ୍ଵାବଧାନରେ ୧୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ ସୁଗରର ପରିମାଣ ୧୦ କେଜି ବୋଲି ପୋଲିସ…

ଢେଙ୍କାନାଳରୁ ୭୧୧ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ବ୍ରାଉନସୁଗାର ଜବତ।ଦୁଇଟି ସ୍ଥାନରେ ରେଡ କରି ୭୧୧ ଗ୍ରାମ ବ୍ରାଉନସୁଗାର ଜବତ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ତାରିଣୀନଗରରୁ ୬୮୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଭୁବନ ଗଁପୁର ବାଜିରାଉତ ମେମୋରିଆଲ କଲେଜ ନିକଟରୁ ୨୬ ଗ୍ରାମ…

ଅବକାରୀ ଫ୍ଲାଇଂ ସ୍କ୍ଵାଡ ହାତରେ ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର, ଲେଡ଼ି ଡ୍ରଗ୍‌ସ କୁଇନ୍‌ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର, ମହିଳା ଗିରଫ। ଅବକାରୀ ଫ୍ଲାଇଂ ସ୍କ୍ଵାଡ ହାତରେ ଧରାପଡିଲା ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର। ଲେଡ଼ି ଡ୍ରଗ୍‌ସ କୁଇନ୍‌କୁ ଗିରଫ କରିଛି ଅବକାରୀ ଟିମ୍‌। କ୍ୟାପିଟାଲ ଥାନା ପିଏଚ୍‌ଡ଼ି କଲୋନୀ କେଦାରପଲ୍ଲୀ ବସ୍ତିରେ ସୁଷମା ନାୟକକୁ ଗିରଫ…

ଭାଇ ଭଉଣୀ ବିକୁଥିଲେ ଧଳା ଜହର: ୬୦ ଗ୍ରାମର ବ୍ରାଉନସୁଗାର ସହ ଉଭୟଙ୍କୁ ଗିରଫ କଲା ପୋଲିସ

ଯାଜପୁର ଟାଉନ (କେନ୍ୟୁଜ୍): ଧଳା ଜହର କାରବାର ବେଳେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଏକସାଇଜ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଳକ ମାଳଆନନ୍ଦପୁର ନିକଟରେ ଚଢ଼ାଉ। ୬୦ଗ୍ରାମର ବ୍ରାଉନସୁଗାର ଓ ନଗଦ ୫୦୦୦ ଟଙ୍କା ଜବତ ଏବଂ ୨ଜଣ ଭାଇ ଭଉଣୀଙ୍କୁ ଗିରଫ କରିଛି…

ପୁରୀରୁ ୨୬୭ ଗ୍ରାମ ବ୍ରାଉନସୁଗର ଜବତ: ୩ ଯୋଗାଣକାରୀଙ୍କ ସହିତ ୫ ମହିଳା ଗିରଫ

ପୁରୀ(କେନ୍ୟୁଜ୍): ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ଵାଡକୁ ବଡ ସଫଳତା। ୨୬୭ ଗ୍ରାମ ବ୍ରାଉନସୁଗର ଜବତ । ୩ ଜଣ ବ୍ରାଉନସୁଗର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୬ଲକ୍ଷ ମୂଲ୍ୟର ୨୬୫ ଗ୍ରାମ ବ୍ରାଉନ୍‌ସୁଗର,୩୫…