ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା ସନ୍ଦେହ
ବୌଦ୍ଧ (କେନ୍ୟୁଜ): ଯୁବକଙ୍କୁ ପିଟିପିଟି ହତ୍ୟା । ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଫାଣ୍ଡି ଗୌଡଦେଇ ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଜାମପାଲିର ବିଭୀଷଣ ମହାରଥୀ । ଗତକାଲି ରାତିରୁ ଘରୁ ଯାଇ ଆଉ ଫେରି ନଥିଲେ ବିଭୀଷଣ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳେ ଗୌଡ଼ଦେଇ ମନ୍ଦିର ପଛପଟେ ରକ୍ତ ଉଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃତଦେହ ପଡିଥିବା ଖବର…
Read More...