Browsing Tag

brutally beaten

ପ୍ରେମିକା ସହ ସ୍ୱାମୀଙ୍କୁ ଦେଖିବା ପରେ ରାସ୍ତା ମଝିରେ ପିଟିଲେ ସ୍ତ୍ରୀ

ମଧ୍ୟପ୍ରଦେଶର ଗ୍ୱାଲିୟର ସହରରେ ରାସ୍ତା ମଝିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ଏକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଏହା ଦେଖି ଲୋକମାନେ ସେଠାରେ ଜମା ହୋଇଥିଲେ । ଏହି ସମୟରେ କେହି ଜଣେ ଭିଡିଓ ବନେଇଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଜଣେ ସ୍ତ୍ରୀ…

କଙ୍ଗାରୁ କୋର୍ଟର ଅମାନବୀୟ ଦଣ୍ଡ: ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼, ଫାଶୀ ଦେବାକୁ ଧମକ

କାଲିମେଳା (କେନ୍ୟୁଜ): ଅମାନବୀୟ କାଣ୍ଡ । ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କଲଦାପାଲି ପଞ୍ଚାୟତର ତାଙ୍ଗୁଡ଼ ଗାଁରେ ଏହି ଏଭାବନୀୟ ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଗ୍ରାମବାସୀ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବର…