ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର , ହତ୍ୟା ହୋଇଥିବା ସନ୍ଦେହ
ଦଶପଲ୍ଲା : ଗଣିଆ ଥାନା ଅନ୍ତର୍ଗତ ବାଲିସାହି -ଏରୁଣ୍ଡିପଥର ରାସ୍ତାରେ ଅଘଟଣ । ସେଠାରେ ଜଣେ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକର ଡାହାଣ ହାତରେ ସଞ୍ଜୟ ଲେଖା ହୋଇଥିବା ବେଳେ ସେ ଗୋଟିଏ କଙ୍କଣ ପିନ୍ଧିଛି । ତାର ଶରୀରର କିଛି ଅଂଶ ପୋଡି ଯାଇଥିବା ବେଳେ ପରିଚୟ…