Browsing Tag

BS 6

କଣ ମାର୍ଚ୍ଚ ୩୧ ତାରିଖ ପରେ BS- 4 ଗାଡିକୁ ବିକ୍ରି କରି ପାରିବେ ଡିଲର? ଜାଣନ୍ତୁ ଏହାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର

ନୂଆ ଇନ୍ଧନ ମାନକ ଅନୁଯାୟୀ ଆସନ୍ତା ଏପ୍ରିଲ ୧ ତାରିଖ ପରେ ଆଉ BS- 4 ଗାଡି ଗୁଡିକର ବିକ୍ରି ବନ୍ଦ ହୋଇଯିବ । ଏହି କଥା ଅନିଶ୍ଚିତତା ଥିଲେ ମଧ୍ୟ ପରେ ଶୁକ୍ରବାର ଦିନ ଏବାବଦରେ ନିଶ୍ଚିତ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସରୁ ଆଉ BS-6 ମାନକର ଗାଡି ଗୁଡିକର ବିକ୍ରି ଆରମ୍ଭ ହୋଇଯିବ । ଅନ୍ୟ…