ସାଧାରଣ ଲୋକଙ୍କ ଅପେକ୍ଷା ନେତାଙ୍କର ଜୀବନ ଲମ୍ବା…
କଣ ରାଜନୀତିର ପ୍ରଭାବ ନେତାଙ୍କ ବୟସ ଉପରେ ପଡେ କି । ଏହା କହୁଛି ନୂଆଁ ରିସର୍ଚ୍ଚ । ସାଧାରଣ ଲୋକଙ୍କ ତୁଳନାରେ ନେତା ଅଧିକ ଲମ୍ବା ଜବନ ବିତାନ୍ତି । ଏହି ଦାବି ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ନିଜ ରିସର୍ଚ୍ଚରେ କହିଛନ୍ତି । ଅନୁସନ୍ଧାନକାରୀମାନେ ରିସର୍ଚ୍ଚରେ ୫୭ହଜାରରୁ…