Browsing Tag

Salary

କେଉଁ ଦେଶର କର୍ମଚାରୀଙ୍କୁ ମିଳେ ସର୍ବାଧିକ ଦରମା, ଜାଣନ୍ତୁ କେତେ ରହିଛି ବାର୍ଷିକ ବେତନ

ଅନେକ ଲୋକ ବିଦେଶ ଯାଇ ଟଙ୍କା ଉପାର୍ଜନ କରିବାକୁ ଇଚ୍ଛା ରଖନ୍ତି । ବର୍ତ୍ତମାନର ଜୀବନଶୈଳୀରେ ଟଙ୍କାର ମହତ୍ତ୍ୱ ଅଧିକ ରହିଛି । ଦିନକୁ ଦିନ ଦରଦାମ ବୃଦ୍ଧି ହେତୁ ଲୋକେ ଅଧିକ ଟଙ୍କା କମାଇବା ପାଇଁ ଚାହୁଁଛନ୍ତି । କିଛି ଲୋକ ଅଧିକ ଟଙ୍କା ରୋଜଗାର ପାଇଁ ଅନ୍ୟ ଦେଶକୁ ଯାଇଥାନ୍ତି । କିନ୍ତୁ…

ବିଧାନସଭା ଉପଦେଷ୍ଟା କମିଟିର ବିଚାର ବିମର୍ଶ, ବଢିବ ବିଧାୟକଙ୍କ ଦରମା !

ଭୁବନେଶ୍ୱର (କେନ୍ୟୁଜ): ବଢ଼ିବ ବିଧାୟକଙ୍କ ଦରମା । ଦରମା ବୃଦ୍ଧି ନେଇ ବିଚାରବିମର୍ଶ କରୁଛି ବିଧାନସଭାର ଉପଦେଷ୍ଟା କମିଟି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢ଼େଇ ଲକ୍ଷ ଭିତରେ ରହିଛି। କିନ୍ତୁ ଓଡ଼ିଶାରେ ବିଧାୟକଙ୍କ ଦରମା କମ୍‌ ରହିଛି । ସବୁ ମିଶି ବିଧାୟକଙ୍କ ଦରମା ୯୮ ହଜାର…

ଲକ୍ଷ ଲକ୍ଷରେ ସ୍ତ୍ରୀଙ୍କୁ ଦିଆଯାଏ ବେତନ, କେଉଁଠି ଓ କାହିଁକି ଜାଣନ୍ତୁ …..

କୁହାଯାଏ ମହିଳା ହେଉଛନ୍ତି ଘରର ଲକ୍ଷ୍ମୀ । କାରଣ ଜଣେ ମହିଳା ହିଁ ଘରକୁ ଏଭଳି ସମ୍ଭାଳିଥାଏ ଯାହା ଜଣେ ପୁରୁଷ ବି କରିପାରେନି । ଆଉ ଏବେ ତ ପ୍ରତ୍ୟେକ ଘରେ ଘରେ ମହିଳାମାନେ ସ୍ୱାଧୀନ ଭାବେ ଜୀବନ କାଟୁଛନ୍ତି । ସେମାନେ ବାହରକୁ ଯାଇ ରୋଜଗାର ମଧ୍ୟ କରୁଛନ୍ତି । ମାସକୁ ଦରମା ବି ପାଉଛନ୍ତି ।…

ସପ୍ତମ ବେତନ କମିଶନର ବକେୟା ୨୦ ପ୍ରତିଶତ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ମିଳିବ ଏଇ ମାର୍ଚ୍ଚ ଦରମାରେ

ଭୁବନେଶ୍ୱର (କେନ୍ୟୁଜ୍‌) : ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ। ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି । ଏଥିରେ ଉପକୃତ ହେବେ ୪ ଲକ୍ଷ କର୍ମଚାରୀ । ଏ ବାବଦରେ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜି ଏ…

ଖୁସି ଖବର! ୧୦ ପ୍ରତିଶତ ବଢ଼ିପାରେ କର୍ମଚାରୀଙ୍କ ଦରମା, କରୋନା ଯୋଗୁ ବେପାର ଉପରେ ପଡ଼ିବନି କିଛି ପ୍ରଭାବ

କରୋନା ମହାମାରୀ ପରେ ମଧ୍ୟ ଚଳିତବର୍ଷ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି ପାଇ ପୂର୍ବ ସ୍ତରରେ ପହଞ୍ଚି ପାରିବ। କମ୍ପାନୀର ପ୍ରତିଭା ପୂର୍ବ ପରି ରଖିବା ପାଇଁ କମ୍ପାନୀ କେତେଗୁଡିଏ ସୁବିଧା ଉପଲବ୍ଧ କରିଛି। କନ ଫେରି ଇଣ୍ଡିଆର ସର୍ଭେ ଅନୁଯାୟୀ, ୨୦୨୨ରେ କର୍ମଚାରୀଙ୍କ ମାସିକ ଦରମା ୯.୪…

ଦିନିକିଆ ଓ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କୁ କ’ଣ ବିରାଟ କୋହଲିଙ୍କଠାରୁ ମିଳିବ ଅଧିକ ଦରମା! ଜାଣନ୍ତୁ ବାର୍ଷିକ କେତେ…

ରୋହିତ ଶର୍ମାଙ୍କ କାନ୍ଧରେ ଏବେ ଭାରତୀୟ କ୍ରିକେଟ୍ ଦଳକୁ ଆଗକୁ ନେଇ ଯିବାର ଦାୟିତ୍ୱ ରହିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ ଟି-୨୦ କ୍ରିକେଟ୍ ଦଳର ନୂତନ ଅଧିନାୟକ କରାଯାଇଛି। ରୋହିତ, ବିରାଟ କୋହଲିଙ୍କ ସ୍ଥାନ ନେଇଛନ୍ତି। ବିରାଟ ଟେଷ୍ଟ ଦଳର ଅଧିନାୟକତ୍ୱ ଜାରି…

ଯଦି ଅଫିସରେ କର୍ମଚାରୀମାନଙ୍କ ବେତନ ବଢ଼ାଯିବ, ତେବେ କମ ହେବ Smocking ! ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ସମସ୍ତେ ଜାଣନ୍ତି, ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ତଥାପି ଆଜିକାଲି ଧୂମପାନ କରିବା ଯୁବପିଢ଼ି ଏବଂ ଭିଆଇପି ଲୋକଙ୍କ ପାଇଁ ଏକ ପ୍ରକାର ଫ୍ୟାସନ ପାଲଟିଗଲାଣି। ଯଦି କେହି ଜଣେ ପିଉଛି, ତା' ସାମ୍ନା ଲୋକ ଏହା ମୋହରେ ପଡିଯାଉଛି। ଆଗେ ଧୂମପାନ କରିବା କେବଳ ପୁରୁଷମାନଙ୍କ ମଧ୍ୟରେ…

ଚାକିରିଆଙ୍କ ପାଇଁ ଜରୁରୀ ସୂଚନା, ଏହିସବୁ ଡକ୍ୟୁମେଣ୍ଟ ନ ଦେଲେ କଟିପାରେ ଆପଣଙ୍କ ଦରମା

ଯଦି ଆପଣ ଚାକିରି କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ, କାରଣ ଯେଉଁ ବ୍ୟକ୍ତିଙ୍କର ଦରମା ଆୟକର ସୀମା (income tax) ପରିସର ଭିତରେ ଆସିଥାଏ, ତେବେ ସେହି ବ୍ୟକ୍ତିମାନଙ୍କୁ ନିଜର ଇନଭେଷ୍ଟମେଣ୍ଟ ପ୍ରୁଫ୍‌ ଜମା କରିବାକୁ ପଡିବ। କମ୍ପାନୀ ନିଜର କର୍ମଚାରୀମାନଙ୍କ ଠାରୁ…

ଜାଣନ୍ତୁ ବିଶ୍ୱର ଏହି ରାଷ୍ଟ୍ରମୁଖ୍ୟମାନେ କେତେ ପାଇଥାନ୍ତି ଦରମା

ପୃଥିବୀର ସବୁ ଦେଶର ଜଣେ ପ୍ରମୁଖ ଥାନ୍ତି । ଶକ୍ତି ଅନୁସାରେ କେତେକ ଦେଶରେ ରାଷ୍ଟ୍ରପତି ମାନେ ଦେଶର ମୁଖ୍ୟ ଆସନରେ ବସିଥିବା ବେଳେ କେତେକ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମାନେ ଏହି ଆସନରେ ଅଧିତିଷ୍ଟ ହୋଇଥାନ୍ତି । ପ୍ରତି ଦେଶ ନିଜ ରାଷ୍ଟ୍ର ମୁଖ୍ୟ ମାନଙ୍କୁ ବେତନ ଓ ଭତ୍ତା ସମେତ ଅନ୍ୟାନ…

ମୋଦି ସରକାର ଜାରି କଲେ ନୂଆ ନିୟମ, ଏଣିକି ସମସ୍ତଙ୍କୁ ସମାନ ଦିନରେ ମିଳିବ ଦରମା

ଆଗକୁ ଚାକିରିଆ ଲୋକ ମାନଙ୍କର ଦରମା କ୍ଷେତ୍ରରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ବବନ ଦେ ଅଣେ ନସନ ପରି ଏକ ଯୋଜନା ଖୁବ ଶୀଘ୍ର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ଖୋଦ ନିଜେ ପ୍ରାଧାନ ମନ୍ତ୍ରୀ ଖୋଦ ଚାହୁଁଛନ୍ତିକି ଖୁବ ଶୀଘ୍ର ଏହି ନିୟମଟି…

ଦରମାରେ GST ଲାଗୁ ହେବାର ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଲା CBIC

ଗତ କିଛି ଦିନ ହେବ ଗଣମାଧ୍ୟମରେ ପ୍ରଚଳିତ ହେଉଥିବା ଖବର କମ୍ପାନୀର ସିଇଓ ଏବଂ ଅନ୍ୟ ବଡ଼ କର୍ମଚାରୀମାନଙ୍କର ଦରମାରେ GST ଲାଗୁ ହେବାର ବିଚାର କରାଯାଉଛି। ଏହି ଖବରକୁ ସେଣ୍ଟା୍ରଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ୍‌ ଆଣ୍ଡ କଷ୍ଟମ୍ସ (CBIC) ଡିପାର୍ଟମେଣ୍ଟ ପକ୍ଷରୁ ଗୁଜବ ଖବର କୁହାଯାଇଛି।…

ବିଶ୍ବକପ୍ ହାରିବା ପରେ ଜାରି ହେଲା ଟିମ୍ ଇଣ୍ଡିଆର ଦରମା ଲିଷ୍ଟ, ଧୋନୀଙ୍କୁ ଲାଗିଲା ବିରାଟ ଝଟକା 

ସରିଲା ବିଶ୍ବକପ୍ । ବିଶ୍ବବିଜେତା ହେଲା ଇଂଲଣ୍ଡ । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ବକପରୁ ବିଦା ହେଲା ଟିମ୍ ଇଣ୍ଡିଆ । ତଥାପି ଏହାକୁ ନେଇ ଥମିବାର ନା ଧରୁନି ଚର୍ଚ୍ଚା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖବର । ଏହି ପରାଜୟ ପରେ ୧୫ ଭାରତୀୟ ଖେଳାଳିଙ୍କ ବାର୍ଷିକ ଆୟର ଜାରି…