Browsing Tag

bsf

Odisha Women Achiever: ଅଭାବକୁ ହରାଇ BSFରେ ଲିଲିରାଣୀ, ଗାଁର ପ୍ରଥମ ଝିଅ ଭାବେ ରଚିଲେ ଇତିହାସ

ଅଭାବକୁ ହରାଇ BSFରେ ଲିଲିରାଣୀ । ସ୍ୱପ୍ନ ଥିଲା ସେନାରେ ଯିବେ। ଆଜି ସାକାର ହେଲା ସ୍ୱପ୍ନ । ଗାଁର ପ୍ରଥମ ଝିଅ BSF ଜବାନ । ଗର୍ବରେ ଫୁଲିଉଠିଲେ ଲୋକେ । ଯେଉଁ ଝିଅକୁ ଦିନେ ମାଆ କୋଳରେ ଧରି ବଡ଼ କରିଥିଲେ, ଆଜି ସେହି ଝିଅ ଦେଶର ସୁରକ୍ଷା ପାଇଁ ପିନ୍ଧିଛନ୍ତି ବିଏସଏଫ୍ ପୋଷାକ। ଅଭାବ…

ବିଏସଏଫ ଆଇଜିଙ୍କ ବଡ଼ ସୂଚନା, LoC ଲଞ୍ଚ୍ ପ୍ୟାଡରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ୧୦୦-୧୨୦ ଆତଙ୍କବାଦୀ

ନୂଆଦିଲ୍ଲୀ: LoC ଲଞ୍ଚ୍ ପ୍ୟାଡରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ୧୦୦-୧୨୦ ଆତଙ୍କବାଦୀ ।  ଏଭଳି ସୂଚନା ଦେଇଛି ବିଏସଏଫ ।  ନିୟନ୍ତ୍ରଣ ରେଖା ଆରପଟେ ପାକିସ୍ତାନ ପଟୁ ବଡ଼ ଧରଣର ଅନୁପ୍ରବେଶ ଷଡଯନ୍ତ୍ର ଚାଲିଥିବା ନେଇ BSF ଚେତାବନୀ ଦେଇଛି । ଶ୍ରୀନଗରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ BSF…

ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ କଡ଼ା ଚେତାବନୀ, ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର

ଭୁବନେଶ୍ୱର  : ଓଡ଼ିଶାରେ ଏବେ ଛୋଟଛୋଟ ଗ୍ରୁପ ହୋଇ ବୁଲୁଛନ୍ତି ମାଓବାଦୀ । ଆନ୍ଧ୍ର ଓ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି । କେକେବିଏନ ଅଞ୍ଚଳ ଉପରେ ବିଏସଏଫ ବିଶେଷ ନଜର ରଖିଛି । ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ କଡ଼ା…

BSF କନେଷ୍ଟବଳ ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ସୀମା ସୁରକ୍ଷା ବଳ(BSF) ଗ୍ରୁପ୍ C କନେଷ୍ଟବଳ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଆବେଦନ ୱିଣ୍ଡୋ ନଭେମ୍ବର ୪ ତାରିଖ ରାତି ପର୍ଯ୍ୟନ୍ତ ଖୋଲା ରହିବ । ଇଚ୍ଛୁକ ପ୍ରାର୍ଥୀ BSFର ଅଫିସିଆଲ ୱେବସାଇଟକୁ ଯାଇ ଏହି ନୁଯୁକ୍ତି ପାଇଁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅପିସିଆଲ…

ପୁଣି ସହିଦ ହେଲେ ଆଉ ଜଣେ BSF ଯବାନ, ୭ ଆହତ

ଜମ୍ମୁର ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନୀଙ୍କ ଗୁଳି ମାଡରେ ଜଣେ BSF  ଯବାନ ସହିଦ । ତାଙ୍କ ଜୀବନହାନି ଘଟିଥିବାବେଳେ ଅନ୍ୟ ୭ଜଣ ମଧ୍ୟ ଆହତ ହୋଇଛନ୍ତି । BSFର ବୀର ସହିଦ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତିଆଜ ସାହାସିକତାର ସହ ଆଗକୁ ବଢି ନେତୃତ୍ୱ  ନେଇ ଦେଶ ପାଇଁ ବଡ଼ ବଳିଦାନ ଦେଇଛନ୍ତି ।…

କେବେ ଖଲାସ ହେବେ ବିଏସଏଫର ହେଡ କନଷ୍ଟେବଳ?, ଯବାନଙ୍କୁ ଅଟକ ରଖିଛି ପାକ୍ ସେନା

କେବେ ଖଲାସ ହେବେ ପାକିସ୍ତାନରେ ଅଟକ ବିଏସଏଫର ହେଡ କନଷ୍ଟେବଳ ।  ପାକ୍ ସେନା ଦ୍ବାରା ଅଟକ ହେଡ କନଷ୍ଟେବଳଙ୍କୁ ଖଲାସ ପାଇଁ ପରିବାର ଲୋକଙ୍କ ଅନୁରୋଧ ।  ବୁଧବାର ଅସାବଧାନତା ବଶତଃ କନଷ୍ଟେବଲ ପୂର୍ଣ୍ଣମ କୁମାର ସା ଫିରୋଜପୁର ସେକ୍ଟରରେ ପାକ୍ ସୀମାରେ ପ୍ରବେଶ କରିଥିଲେ । ତାଙ୍କୁ…

ଜମ୍ମୁ-କଶ୍ମୀର ସୀମା ପ୍ରବେଶ ଉଦ୍ୟମ ହେଲା ବିଫଳ, BSFଙ୍କ ଗୁଳି ମାଡରେ ଅନୁପ୍ରବେଶକାରୀଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀର ନିକଟରେ ଭାରତ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ପାକିସ୍ଥାନ ଅନୁପ୍ରବେଶକାରୀ ।  ଫଳରେ ସୁରକ୍ଷା କର୍ମୀ ଦଳ(BSF) ଙ୍କ ଗୁଳି ମାଡରେ ପାକିସ୍ଥାନ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୩୫ବର୍ଷ ବୋଲି ଜଣାପଡିଛି । ଏପ୍ରିଲ ୪ତାରିଖ ମଧ୍ୟରାତ୍ରରେ…

ମାଲକାନଗିରି ବିଏସଏଫକୁ ବଡ଼ ସଫଳତା: ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର

ମାଲକାନଗିରି : ମାଓ ଡମ୍ପ ଉଦ୍ଧାର। BSF ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଲକାନଗିରି ଜିଲ୍ଲା ସିଲାକୋଟା ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଯୋଜନା କରୁଥିଲେ । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଜଙ୍ଗଲ ମଧ୍ୟରେ ଗାତ ଖୋଳି ଡମ୍ପରୁ ୫…