Browsing Tag

BSF jawan shoots himself

ମା’ ସହ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି ମାରି ଜୀବନ ହାରିଲେ ଯବାନ

କାମାକ୍ଷାନଗର : ମା' କୁ ମୋବାଇଲରେ ମେସେଜ ପଠାଇଲେ l ପରେ ଫୋନରେ ମା' ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ BSF ଯବାନ l ମୃତ ଯବାନ ଜଣକ କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ l ସେ କାମାକ୍ଷାନଗର ସହରର ଅନନ୍ତପୁର ସାହିରେ…