Browsing Tag

bsky card

ବନ୍ଦ ହେବନି BSKY ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ମିଳିବା ଯାଏ ଚାଲୁ ରହିବ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ବନ୍ଦ ହେବନି BSKY ଯୋଜନା । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ଼ ସମସ୍ତଙ୍କୁ ମିଳିବା ଯାଏ BSKY ଯୋଜନା ଚାଲୁ ରହିବ । ତେଣୁ ବଜେଟରେ ଗୋପବନ୍ଧୁ ଜନ ଅରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ବଜେଟ ସେପ୍ଟେମ୍ବର ୧୦ରେ ପାରିତ ହେବ । ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ…

ରାଜ୍ୟରେ ଚାଲୁ ରହିଛି ବିଏସକେୱାଇ , ସ୍ପଷ୍ଟୀକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି । ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବିଏସକେୱାଇ ଯୋଜନା ଜାରି ରହିଛି । ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ…

BSKYକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ ହେଉ ଚିକିତ୍ସା ଜାରି ରହୁ, ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖୁ ପ୍ରଶାସନ:…

ଭୁବନେଶ୍ୱର (କେନ୍ୟୁଜ): BSKY ଯୋଜନା ଦ୍ବନ୍ଦ୍ବ ନେଇ ବାକଯୁଦ୍ଧ ।  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଆଉ ଚିକିତ୍ସା ମିଳିବ କି ନାହିଁ ବୋଲି ପ୍ରଚାର ହେବା ପରେ ତାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି । କାର୍ଡ ବନ୍ଦ ହୋଇ ଯାଇଥିବା କହି କେତେକ ଘରୋଇ ହସପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା…

ବିଏସକେଓ୍ଵାଇ କାର୍ଡ଼ କଣ ବନ୍ଦ ହୋଇଗଲା ? କେତେ ସତ କେତେ ମିଛ

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଉ କାମ କରୁନି ? ଲକ୍ଷ୍ମୀ ବସ୍‌ ଆଉ ଚାଲୁନି ? ଆହାର ଆଉ ମିଳିବ ତ ? ଏମିତି ଆଲୋଚନା ଆଜି ସାରା ରାଜ୍ୟରେ ଚାଲିଛି । ୨୦୨୪ ସାଧାରଣ ନିର୍ବାଚନରେ ଗତକାଲି ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ଠାରୁ ପରାସ୍ତ ହେବା ପରେ । ଆଜି ଏଭଳି କିଛି ଚର୍ଚ୍ଚା ସାଧାରଣ ଲୋକଙ୍କ…