କେବେବି ଦେଖିନଥିବେ ଏମିତି ରିଚାର୍ଜ, ମାତ୍ର ୧୦୭ ଟଙ୍କା ରିଚାର୍ଜ କରି ପାଆନ୍ତୁ ୫୦ ଦିନର ଭ୍ୟାଲିଡିଟୀ
ଶସ୍ତା ରିଚାର୍ଜ ଦେବା ପାଇଁ ଟେଲିକମ୍ କମ୍ପାନୀଙ୍କ ପାଖରେ ପ୍ଲାନର ଲମ୍ବା ଲିଷ୍ଟ ମହଜୁଦ୍ ରହିଛି। କିନ୍ତୁ ଦାମ୍ ମାମଲାରେ ସରକାରୀ କମ୍ପାନୀ ବିଏସଏନଏଲକୁ ଜିଓ,ଏୟାରଟେଲ କିମ୍ବା ଭୋଡାଫୋନ୍ ଆଇଡିଆ ମଧ୍ୟରୁ କୌଣସି ବି କମ୍ପାନୀ ବୋଧହୁଏ ଟକ୍କର ଦେଇପାରିବା ମୁସକିଲ ହେବ।
ଏଠାରେ ଆମେ…