ଦୁବାଇ: ଘରକୁ ଘର ଉଡ଼ିବ ଫ୍ଲାଇଙ୍ଗ କାର୍, ମାତ୍ର କିଛି ମିନିଟ ମଧ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ଲୋକେ
ଖୁବଶୀଘ୍ର ଘରକୁ ଘର ଉଡ଼ିବ ଫ୍ଲାଇଙ୍ଗ କାର୍ । ଟେକ୍ନୋଲୋଜି ଏତେ ଦ୍ରୁତଗତିରେ ବୃଦ୍ଧି ପାଉଛି ଯେ ଏବେ ଆକାଶରେ ଉଡ଼ନ୍ତା କାର ଦେଖିବାକୁ ମିଳିବ । ମାତ୍ର କିଛି ମିନିଟ ମଧ୍ୟରେ ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ଏହି କାର ମାର୍କେଟକୁ ଆସିବା ପରେ ଲୋକମାନେ ଟ୍ରାଫିକ୍ ସମସ୍ୟାରେ ପଡ଼ିବେ ନାହିଁ ବୋଲି ଆକଳନ କରାଯାଉଛି । ତେବେ ଦୁବାଇ ସ୍ଥିତ କମ୍ପାନୀ ଆଭିଟେରା ୧୦୦ ରୁ ଅଧିକ ଫ୍ଲାଇଙ୍ଗ କାର ଅର୍ଡର କରିଛି, ଯାହା…
Read More...